ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇନିଂ କିଡ୍ ଓୱର୍ଲ୍ଡ ରେ ପାଳିତ ହେଲା ଜନ୍ମାଷ୍ଟମୀ

ସାଇନିଂ କିଡ୍ ଓୱର୍ଲ୍ଡ ରେ ପାଳିତ ହେଲା ଜନ୍ମାଷ୍ଟମୀ।

ଜୁନାଗଡ ୦୬/୦୯(ମ ନି ସ)ଜୁନାଗଡ ସହର ସ୍ଥିତ ସାଇନିଂ କିଡ୍ ୱlର୍ଲ୍ଡ ସ୍କୁଲ ରେ ପଵିତ୍ର ଜନ୍ମାଷ୍ଟମୀ ସମାରୋହରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ଅଧ୍ୟକ୍ଷ ଆର୍ତ୍ତ ଚରଣ ବାଗ ଙ୍କ ଅଧ୍ୟକ୍ଷତାରେ ସାଇନିଂ କିଡ୍ସ ୱlର୍ଲ୍ଡ ର ପରିଚାଳକ ପ୍ରବୀର କୁମାର ଗୋୟଲ, ଉପାଧକ୍ଷ ସୁଶାନ୍ତ ଦଣ୍ଡସେନା ଓ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଯୋଗଦେଇ ଜନ୍ମାଷ୍ଟମୀ ପାଳନ କରିଥିଲେ l ଏହି ଅବସର ରେ ପେନ୍ସି ଡ୍ରେସ୍ ଓ କୁନି କୁନି ଛାତ୍ର ଛାତ୍ରୀ ଙ୍କ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା lଏବ୍ଂ ସନ୍ଧ୍ୟା ରେ ସ୍କୁଲ ପରିସର ରେ ଏକ ଭଜନ ସନ୍ଧ୍ୟା ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ଶିକ୍ଷୟିତ୍ରୀ ପ୍ରିୟଙ୍କା ମିଶ୍ର ପରିଚାଳନା କରିଥିବା ବେଳେ ପରିଶେଷରେ ଉପାଧକ୍ଷ ସୁଶାନ୍ତ ଦଣ୍ଡସେନା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମସ୍ତ କାର୍ଯ୍ୟକ୍ରମ କୁ ସ୍କୁଲ ର ସମସ୍ତ କର୍ମ ଚାରି ସହଯୋଗ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜିଲ୍ଲା ଉନ୍ନୟନ ସମୀକ୍ଷା ବୈଠକ ଅନୁଷ୍ଠିତ ମାନ୍ୟବର ଉପବାଚସ୍ପତିଙ୍କ ଦ୍ଵାରା ଜିଲ୍ଲାରେ ଚାଲୁଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ସମୀକ୍ଷା

masiha

ସାପୁଆ ନଦୀର ପୁନରୁଦ୍ଧାର କେବେ ?

Sunil Chandra Nayak

ବସ ଟିକେଟ ବିକ୍ରେତାଙ୍କ ବିୟୋଗ

masiha

Leave a Comment

error: Content is protected !!