ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରତି ଶୁକ୍ରବାର ହସ୍ତତନ୍ତ ବସ୍ତ୍ର ପରିଧାନ 

ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରତି ଶୁକ୍ରବାର ହସ୍ତତନ୍ତ ବସ୍ତ୍ର ପରିଧାନ 

ନବରଙ୍ଗପୁର-( ମସିହା )ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସପ୍ତାହର ପ୍ରତି ଶୁକ୍ରବାରରେ ସମସ୍ତ ଅଧିକାରୀ ଓ କର୍ମଚାରୀ ହସ୍ତ ତନ୍ତ ବସ୍ତ୍ର ପରିଧାନ କରି କର୍ଜ୍ୟାଳୟ କୁ ଆସିଥାନ୍ତି l ସେ ଦିନଟି ଅନ୍ୟ ଦିବସ ଠାରୁ ଏକ ସ୍ଵତନ୍ତ୍ର କାର୍ଯ୍ୟଦିବସ ପରି ପରିଲକ୍ଷିତ ହୁଏ l ସମସ୍ତଙ୍କ ଶରୀରରେ ହସ୍ତ ତନ୍ତ ବସ୍ତ୍ର ପରିଧାନ ବେଶ୍ ସୁନ୍ଦର ପରିବେଶ ସୃଷ୍ଟି କରି ପାରିଛି l ଏହା ଦ୍ଵାରା ଲୋପ ପାଇ ଯାଉଥିବା ହସ୍ତ ତନ୍ତ ବସ୍ତ୍ରର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବ ଏଥିରେ ସନ୍ଦେହ ର ଅବକାଶ ନାହିଁ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଗୋଲାମୁଣ୍ଡା ବୃନ୍ଦାବାହାଲ ଶହୀଦ ବିଜେନ୍ଦ୍ରନାଥ ସ୍ମୃତି ପୀଠରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଧର୍ମଗଡ ର ଶୈଳେଶ ଭୋଇ  ରାଜ୍ୟରେ ପ୍ରଥମ ୧୦ ଜଣ ମଧ୍ୟରେ ସପ୍ତମ ସ୍ଥାନ ଅଧିକାର

Sunil Chandra Nayak

କୁସୁମୀ ବ୍ଲକର ପାହାଡ ପୁର ଗ୍ରାମ ରେ ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ  ରୋଗୀଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ସହାୟତା ଯୋଜନା

Sunil Chandra Nayak

Leave a Comment

error: Content is protected !!