ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରତି ଶୁକ୍ରବାର ହସ୍ତତନ୍ତ ବସ୍ତ୍ର ପରିଧାନ 

ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ପ୍ରତି ଶୁକ୍ରବାର ହସ୍ତତନ୍ତ ବସ୍ତ୍ର ପରିଧାନ 

ନବରଙ୍ଗପୁର-( ମସିହା )ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ସପ୍ତାହର ପ୍ରତି ଶୁକ୍ରବାରରେ ସମସ୍ତ ଅଧିକାରୀ ଓ କର୍ମଚାରୀ ହସ୍ତ ତନ୍ତ ବସ୍ତ୍ର ପରିଧାନ କରି କର୍ଜ୍ୟାଳୟ କୁ ଆସିଥାନ୍ତି l ସେ ଦିନଟି ଅନ୍ୟ ଦିବସ ଠାରୁ ଏକ ସ୍ଵତନ୍ତ୍ର କାର୍ଯ୍ୟଦିବସ ପରି ପରିଲକ୍ଷିତ ହୁଏ l ସମସ୍ତଙ୍କ ଶରୀରରେ ହସ୍ତ ତନ୍ତ ବସ୍ତ୍ର ପରିଧାନ ବେଶ୍ ସୁନ୍ଦର ପରିବେଶ ସୃଷ୍ଟି କରି ପାରିଛି l ଏହା ଦ୍ଵାରା ଲୋପ ପାଇ ଯାଉଥିବା ହସ୍ତ ତନ୍ତ ବସ୍ତ୍ରର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବ ଏଥିରେ ସନ୍ଦେହ ର ଅବକାଶ ନାହିଁ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସରେ ପୁରସ୍କୃତ ହେଲେ ଲାଞ୍ଜିଗଡ ବିଡିଓ ଜଗନ୍ନାଥପୁରକୁ ରାଜ୍ୟସ୍ତରୀୟ ପୁରସ୍କାର, ବନ୍ଧପାରିକୁ ଜିଲ୍ଲାସ୍ତରୀୟ ପୁରସ୍କାର

masiha

ବ୍ରିଜ ଡିଭାଇଡର ରେ ପିଟିହୋଇ ବାଇକ ଦୁର୍ଘଟଣା, ଜଣେ ମୃତ ଜଣେ ଗୁରୁତର

masiha

ଜାତିଆଣ ଆକ୍ଷେପକୁ ନେଇ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅଭିଯୋଗ

masiha

Leave a Comment

error: Content is protected !!