ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ଯୋଗୁଁ ଚାରଭାଟି ମାଇନର କେନାଲ ହୁଡା ଭାଙ୍ଗିଲା ,ଚାଷ ଜମି ଜଳ ମଗ୍ନ ,ଜମିରେ ମାଟି ଓ ବ।ଳିଚର ହୋଇଥିବା ଚାଷୀଙ୍କ ଅଭିଯୋଗ 

ବର୍ଷା ଯୋଗୁଁ ଚାରଭାଟି ମାଇନର କେନାଲ ହୁଡା ଭାଙ୍ଗିଲା ,ଚାଷ ଜମି ଜଳ ମଗ୍ନ ,ଜମିରେ ମାଟି ଓ ବ।ଳିଚର ହୋଇଥିବା ଚାଷୀଙ୍କ ଅଭିଯୋଗ 

ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚା ର ଭାଟି ଗ୍ରାମର ମାଇନର କେନାଲ ହୁଡା ଭାଙ୍ଗି ଯିବାରୁ ଅନେକ ଚାଷୀଙ୍କ ଚାଷ ଜମି ଜଳ ମଗ୍ନ ହେବା ସହ ମାଟି ଓ ବାଲି ଚର ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଏହି କେନାଲ ହୁଡା ଭାଙ୍ଗି ଥିବାରୁ ଚାଷ ଜମି ନଷ୍ଟ ହୋଇଥିବା ନେଇ ଚାଷୀ ମାନେ ବିଭାଗୀୟ ଅଧିକାରୀ ଙ୍କ ପାଖରେ ଅଭିଯୋଗ କରିଥିଲେ ।ମାତ୍ର ବିଭାଗୀୟ ଅଧିକାରୀ ମାନେ କର୍ଣ ପା ତ କରି ନ ଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି ।ବର୍ତ୍ତମାନ ଲାଗି ରହିଥିବା ପ୍ରବଳ ଲଘୁଚାପଜନିତ ବର୍ଷାରେ ଚାର ଭାଟି ମାଇନର କେନାଲ ହୁଡା ଭାଙ୍ଗି ଯାଇଥିବା ନେଇ ତୁରନ୍ତ ଏହାର ମରାମତି ଏବଂ କ୍ଷତିପୂରଣ ପ୍ରଦାନ ଦାବିରେ ଚାଷୀ ଶିବ ରାମ ନ।ଏକ ,ଜୟରାମ ନ।ଏକ ,ଏକାଦଶୀ ନ।ଏକ ଏବଂ ଭ୍ରମର ବର ମାଝି ପ୍ରମୁଖ ଦାବି କରିଛନ୍ତି ।ଏଣୁ ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି କ୍ଷତି ହୋଇଥିବା ଚାଷୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଚାଷୀ ମାନେ ଦାବି କରିଛନ୍ତି ।।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କୋମନା ବସ୍ ଷ୍ଟାଣ୍ଡରେ ନାହିଁ ଛାଇ କି ପାଣି ବ୍ୟବସ୍ଥା ଚା ଦୋକାନ, ପାନ ଦୋକାନରେ ଯାତ୍ରୀ

Sunil Chandra Nayak

୪୨ ମୌଜା ଧୂଳିସ୍ଵର ଗ୍ରାମ ରଥ ଯାତ୍ରାରେ ଯୋଗଦେଲେ ବିଧାୟକ 

masiha

ବାଟରେ ବସୁଛି ନର୍ଲା ହାଟ, ଉତ୍କଟ ହେଉଛି ଟ୍ରାଫିକ ସମସ୍ୟା

masiha

Leave a Comment

error: Content is protected !!