ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

କାମାକ୍ଷାନଗର (ମନିସ )17/9/23 //  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ହନୁମାନ ମନ୍ଦିର ଠାରେ ଆଜି ସକାଳ ୧୦ ଘଟିକା ସମୟ ରେ ଯଶ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ ହୋଇଯାଇଛି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ଶତାଧିକ ବିଜେପି କର୍ମୀ ଓ ନେତା ଉପସ୍ଥିତ ଥିଲେ ଭାରତୀୟ ଜନତାପାର୍ଟି ର ସ୍ଥାନୀୟ ନେତା ଦେବଦତ୍ତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ସମସ୍ତ କର୍ମୀ ମାନେ ପ୍ରଥମେ ହନୁମାନ ମନ୍ଦିରକୁ ଯାଇ ୭୩ ଟି ଦୀପ ପ୍ରଜ୍ୱଳନ କରି ପ୍ରଧାନ ମନ୍ତ୍ରୀ ଙ୍କ ଆସୁ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରିଥିଲେ ଓ ହରହର ମୋଦି ଘରଘର ମୋଦି ସ୍ଲୋଗାନ ଦେଇଥିଲେ ଓ ଶେଷ ରେ ପ୍ରଧାନମନ୍ତ୍ରୀ ଙ୍କ ପାଇଁ ହନୁମାନଙ୍କ ପାଖରେ ପୂଜାର୍ଚନା କରାଯାଇଥିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବିଜେଡିର ବୁଥ୍ ସ୍ତରୀୟ ଯୁବ-ଛାତ୍ର ସମ୍ମିଳନୀ 

Sunil Chandra Nayak

ମୟୁରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନ-ହୋ ଜାତିର ବ୍ୟକ୍ତିଙ୍କୁ ଦଳୀୟ ବିଧାୟକ ପ୍ରାର୍ଥୀ ସୁଯୋଗ ମିଳୁ

masiha

ଯାମଦା ରେ ବିଜେଡ଼ିର ବ୍ଳକ ସ୍ତରୀୟ ବୈଠକ

Leave a Comment

error: Content is protected !!