ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

କାମାକ୍ଷାନଗର (ମନିସ )17/9/23 //  ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ହନୁମାନ ମନ୍ଦିର ଠାରେ ଆଜି ସକାଳ ୧୦ ଘଟିକା ସମୟ ରେ ଯଶ ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ ହୋଇଯାଇଛି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ର ଶତାଧିକ ବିଜେପି କର୍ମୀ ଓ ନେତା ଉପସ୍ଥିତ ଥିଲେ ଭାରତୀୟ ଜନତାପାର୍ଟି ର ସ୍ଥାନୀୟ ନେତା ଦେବଦତ୍ତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ସମସ୍ତ କର୍ମୀ ମାନେ ପ୍ରଥମେ ହନୁମାନ ମନ୍ଦିରକୁ ଯାଇ ୭୩ ଟି ଦୀପ ପ୍ରଜ୍ୱଳନ କରି ପ୍ରଧାନ ମନ୍ତ୍ରୀ ଙ୍କ ଆସୁ ଆରୋଗ୍ୟ ଓ ଦୀର୍ଘାୟୁ କାମନା କରିଥିଲେ ଓ ହରହର ମୋଦି ଘରଘର ମୋଦି ସ୍ଲୋଗାନ ଦେଇଥିଲେ ଓ ଶେଷ ରେ ପ୍ରଧାନମନ୍ତ୍ରୀ ଙ୍କ ପାଇଁ ହନୁମାନଙ୍କ ପାଖରେ ପୂଜାର୍ଚନା କରାଯାଇଥିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପଞ୍ଚାୟତ ସମିତି କାର୍ଯ୍ୟାଳୟ ଘେରାଉ

masiha

ସୁନୀଲ ଧଙ୍ଗଡ଼ାମାଝୀ ସମାଜବାଦୀ ପାର୍ଟିର ରାଜ୍ୟ ସମ୍ପାଦକ ନିଯୁକ୍ତ 

Sunil Chandra Nayak

ପଶ୍ଚିମବଙ୍ଗରେ ବିଜେପି ର ବିପୁଳ ବିଜୟ ପରେ ବାଲିଗୁଡା ନଗର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ 

Leave a Comment

error: Content is protected !!