ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭୋଟ ଦେଲେ କନକ ବର୍ଦ୍ଧନ ଓ ସଂଗୀତା

ଭୋଟ ଦେଲେ କନକ ବର୍ଦ୍ଧନ ଓ ସଂଗୀତା

ପାଟଣାଗଡ଼ରେ ଭୋଟ ଦେଇଛନ୍ତି ବଲାଙ୍ଗିର ଲୋକସଭା ସାଂସଦ ପ୍ରାର୍ଥୀ ସଂଗୀତା କୁମାରୀ ସିଂହଦେଓ ଏବଂ ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ । ଭୋଟର ମାନଙ୍କ ମତଦାନରେ ଉତ୍ସାହ ରହିଥିବା ଶ୍ରୀମତୀ ସିଂହଦେଓ କହିଥିବା ବେଳେ ଭୋଟର୍‌ଙ୍କ ସ୍କାନର୍‌ରେ ମୋଦି ଗ୍ୟାରେଣ୍ଟି ରହିଥିବା ସେ କହିଛନ୍ତି । ଦେଶର ସାମୁହିକ ବିକାଶ ପାଇଁ ଭୋଟରମାନଙ୍କ ଆଶୀର୍ବାଦ ତାଙ୍କ ପ୍ରତି ରହିଥିବା ସେ ସ୍ପଷ୍ଟ ମତ ଦେଇଛନ୍ତି । ପାଟଣାଗଡ଼ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ କହିଛନ୍ତି ଯେ, ଚଳିତ ନିର୍ବାଚନରେ ବିଜେପି ବିଜୟୀ ହେବ ଏବଂ ଓଡ଼ିଶାରେ ଡବଲ୍‌ ଇଂଜିନ୍‌ ସରକାର ଚାଲିବ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଗଞ୍ଜାମରେ ଛାତ୍ରୋଂକି ଗୁଞ୍ଜ୍‌‍ କାର୍ଯ୍ୟକ୍ରମ

Sunil Chandra Nayak

ଭାଗୀରଥି ପାତ୍ର କଂଗ୍ରେସ ଦଳିତ ସେଲର ମୟୂରଭଞ୍ଜ ଜିଲ୍ଲା ଅଧ୍ଯକ୍ଷ ନିଯୁକ୍ତ

Sunil Chandra Nayak

ଯୁବ ନେତା ଦ୍ବାରିକା ମହାପାତ୍ର ହେଲେ ପ୍ରଚାର କମିଟି ଅଧକ୍ଷ 

masiha

Leave a Comment

error: Content is protected !!