ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶ୍ଵହିନ୍ଦୁ ପରିଷଦ ପ୍ରଖଣ୍ଡ ସଭାପତି ରୁ ଇସ୍ତଫା

ବିଶ୍ଵହିନ୍ଦୁ ପରିଷଦ ପ୍ରଖଣ୍ଡ ସଭାପତି ରୁ ଇସ୍ତଫା

ଚନ୍ଦାହାଣ୍ଡି -(ଦିଲୀପ ଦାସ ) ନବରଙ୍ଗପୁର ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ଗତ 02.07.2023 ରିଖ ଦିନ ଜିଲ୍ଲା ସଭାପତି ବିଶ୍ଵ ହିନ୍ଦୁ ପରିଷଦ କୃପାରାମ ସାହୁ ଚନ୍ଦାହାଣ୍ଡି ଠାରେ ଅନୁଷ୍ଠିତ ସଭାରେ ଚନ୍ଦାହାଣ୍ଡି ପ୍ରଖଣ୍ଡ ର ସଭାପତି ରୂପେ ସରୋଜ ଅଗସ୍ତି ଙ୍କୁ ମନୋନୀତ କରିଥିଲେ l କିନ୍ତୁ ନିଜର ଅସୁସ୍ଥତା ଏବଂ ଅଧିକାଂଶ ସମୟ ବିଶାଖାପଟନମ ରେ ପରିବାର ସହ ରହୁଥିବା କାରଣ ଦର୍ଶାଇ ଦାୟିତ୍ବ ଗ୍ରହଣ କରିବାରେ ଅନିଚ୍ଛୁକ ପ୍ରକାଶ କରିଛନ୍ତି l ସେ ତାଙ୍କର ଇସ୍ତଫା ପତ୍ର ଜିଲ୍ଲା ସଭାପତି ଙ୍କୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି l ପ୍ରକାଶ ଯେ ସରୋଜ ବିଶ୍ଵହିନ୍ଦୁ ପରିଷଦ ର ଚନ୍ଦାହାଣ୍ଡି ପ୍ରଖଣ୍ଡ ସଭାପତି ଦାୟିତ୍ୱ ନେବା ପରେ ବିଭିନ୍ନ ଆନ୍ଦୋଳନା ତ୍ମକ କାର୍ଯ୍ୟ ଆରମ୍ଭ କରି ଚର୍ଚ୍ଚା କୁ ଆସିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ସଂସଦରେ ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ନେଇ ରାଇରଙ୍ଗପୁରରେ ବିଜେପି ଯୁବମୋର୍ଚ୍ଚା ତରଫରୁ ପ୍ରତିବାଦ 

masiha

ବାରିପଦାରେ ହଜାର ହଜାର ମହିଳା ସମର୍ଥକଙ୍କୁ ନେଇ ବିଜେଡିର ଜୋନ ସ୍ତରୀୟ ବିଜୟ ସଭା ଅନୁଷ୍ଠିତ 

masiha

Leave a Comment

error: Content is protected !!