ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଶ୍ଵହିନ୍ଦୁ ପରିଷଦ ପ୍ରଖଣ୍ଡ ସଭାପତି ରୁ ଇସ୍ତଫା

ବିଶ୍ଵହିନ୍ଦୁ ପରିଷଦ ପ୍ରଖଣ୍ଡ ସଭାପତି ରୁ ଇସ୍ତଫା

ଚନ୍ଦାହାଣ୍ଡି -(ଦିଲୀପ ଦାସ ) ନବରଙ୍ଗପୁର ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ଗତ 02.07.2023 ରିଖ ଦିନ ଜିଲ୍ଲା ସଭାପତି ବିଶ୍ଵ ହିନ୍ଦୁ ପରିଷଦ କୃପାରାମ ସାହୁ ଚନ୍ଦାହାଣ୍ଡି ଠାରେ ଅନୁଷ୍ଠିତ ସଭାରେ ଚନ୍ଦାହାଣ୍ଡି ପ୍ରଖଣ୍ଡ ର ସଭାପତି ରୂପେ ସରୋଜ ଅଗସ୍ତି ଙ୍କୁ ମନୋନୀତ କରିଥିଲେ l କିନ୍ତୁ ନିଜର ଅସୁସ୍ଥତା ଏବଂ ଅଧିକାଂଶ ସମୟ ବିଶାଖାପଟନମ ରେ ପରିବାର ସହ ରହୁଥିବା କାରଣ ଦର୍ଶାଇ ଦାୟିତ୍ବ ଗ୍ରହଣ କରିବାରେ ଅନିଚ୍ଛୁକ ପ୍ରକାଶ କରିଛନ୍ତି l ସେ ତାଙ୍କର ଇସ୍ତଫା ପତ୍ର ଜିଲ୍ଲା ସଭାପତି ଙ୍କୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି l ପ୍ରକାଶ ଯେ ସରୋଜ ବିଶ୍ଵହିନ୍ଦୁ ପରିଷଦ ର ଚନ୍ଦାହାଣ୍ଡି ପ୍ରଖଣ୍ଡ ସଭାପତି ଦାୟିତ୍ୱ ନେବା ପରେ ବିଭିନ୍ନ ଆନ୍ଦୋଳନା ତ୍ମକ କାର୍ଯ୍ୟ ଆରମ୍ଭ କରି ଚର୍ଚ୍ଚା କୁ ଆସିଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

୧୯ ତାରିଖ ୫ଟି ସଚିବ ପାଣ୍ଡିଆନଙ୍କ ଗସ୍ତ ପାଇଁ ବିଜେଡି ଦଳର ସାଙ୍ଗଠନିକ ସପାଦକଙ୍କ ମ.ରାମପୁର ଗସ୍ତ

ଯାମଦା ବିଜେପି ତରଫରୁ ସନ୍ଥ ଶିରୋମଣି ରବିଦାସଙ୍କ ଜୟନ୍ତୀ ଓ ସମରସିତା ସଙ୍କଳ୍ପ ଅଭିଯାନ

Sunil Chandra Nayak

ରାଇରଙ୍ଗପୁରରେ ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କ ବିଶାଳ ରୋଡ଼ ସୋ

masiha

Leave a Comment

error: Content is protected !!