ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସରପ୍ରାପ୍ତ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ପରଲୋକ

ଅବସରପ୍ରାପ୍ତ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ପରଲୋକ

ଅବସରପ୍ରାପ୍ତ ଶିକ୍ଷକ ସୁଧୀର କୁମାର ପଣ୍ଡା ଙ୍କ ଆଜି ସନ୍ଧ୍ୟା ୫.୩୦ ଘଣ୍ଟା ସମୟରେ ବରଗଡ଼ ଠାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ ହୋଇଥଲା। ସ୍ଵଗତଃ ପଣ୍ଡା କିଛି ମାସ ହେଲା ଅସୁସ୍ଥ ଥିଲେ। ଆସନ୍ତା କାଲି ତାଙ୍କର ଶେଷକୃତ୍ୟ ନିଜ ଗ୍ରାମ ରାଉରା ହଲଦୀ ଠାରେ ସମ୍ପନ୍ନ ହେବ। ଶିକ୍ଷକତା କ୍ଷେତ୍ର ରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଗତ ବର୍ଷ କଳାହାଣ୍ଡି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜୟ ପାଟଣା ଠାରେ ଆୟୋଜିତ ଗୁରୁ ଦିବସ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରଯାଇଥିଲା।  

ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାତାରାତି ଜମି ମାଲିକଙ୍କ ଅଜାଣତରେ ଚୋରୀ ହୋଇଛି ଜମି

Sunil Chandra Nayak

ବରlତି ଯାଇ ଫେରୁଥିବା ବେଳେ କାର ଦୁର୍ଘଟଣା,୧ ମୃତ ୩ ଗୁରୁତର 

masiha

ହାତୀପଲ ଚଳପ୍ରଚଳ କରୁଥିବା ଦେଖି ଲୋକେ ଆତଙ୍କିତ

Leave a Comment

error: Content is protected !!