ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧବା ଵୃଦ୍ଧା ଘସିନି ସିଂ କୁ ସରକାରୀ ଯୋଜନା ଅପହଞ୍ଚ,ଗୁହାରୀ ଶୁଣିବ କିଏ?

ବିଧବା ଵୃଦ୍ଧା ଘସିନି ସିଂ କୁ ସରକାରୀ ଯୋଜନା ଅପହଞ୍ଚ,ଗୁହାରୀ ଶୁଣିବ କିଏ?

  ମୟୂରଭଞ୍ଜ – ୨୭/୦୮ ( ମସିହା)କାଗଜ କଲମ ରେ ମାଳ ମାଳ ଯୋଜନା l ଆଦିବାସୀ, ବୃଦ୍ଧ, ବୃଦ୍ଧା, ବିଧବା ତଥା ଅସହାୟ ପାଇଁ କେତେ କଣ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ବିପୁଳ ରାଜସ୍ୱ ବି ଖର୍ଚ୍ଚ କରୁଛନ୍ତି ତେବେ ତାର ପ୍ରକୃତ ରୂପ ଯେ କେହି ନିଜ ଆଖି ରେ ନ ଦେଖିଲେ ବିଶ୍ୱାସ କରିବ ନାହିଁ l ମୟୁରଭଞ୍ଜ ଜିଲ୍ଲାର ଗୋରୁମାହିଷlଣି ଥାନା ଅନ୍ତଗତ ହlତିଆ ପଂଚାୟତ ହାତିଆ ଗ୍ରାମ ରେ l ବିଧବା ଘସିନୀ ସିଂ (58) ଗତ ଲଗାଣ ବର୍ଷା ରେ ଘର ଟି ଭାଙ୍ଗି ଯାଇଛି l ସ୍ୱାମୀ ର ମୃତ୍ୟୁ 2 ମାସ ପରେ ବି ହରିଚନ୍ଦ୍ର ସହାୟତା, ବିଧବା ଭତ୍ତା ମିଳିନାହିଁ l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ସାତସପନ ପାଲଟିଛି l ପଂଚାୟତ କାର୍ଯାଳୟ କୁ ଦୌଡି ଦୋୖଡ଼ି ନୟାନ୍ତ ହେଲେଣି ଘସିନି l ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅ’ ପତ୍ରିକାକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

Sunil Chandra Nayak

ପ୍ରାଧ୍ୟାପିକା ଡ ପ୍ରଜ୍ଞା ପରମିତା ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଢେଙ୍କାନାଳ ବିଜେଡି ବିଧାୟକ ଙ୍କ ଦ୍ୱାରା ମିଳିତ ସାମ୍ବାଦିକ ସଙ୍ଘ କୁ କରଡlବଣି ମହୋତ୍ସବ ରେ ସମ୍ମାନ 

masiha

Leave a Comment

error: Content is protected !!