ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ଖଆଲଖମଆଲ ଭର୍ତ୍ତି, ପ୍ରଶାସନ ଦୃଷ୍ଟି ପାଇଁ ଦାବି 

ବିଜାତଳା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ଖଆଲଖମଆଲ ଭର୍ତ୍ତି, ପ୍ରଶାସନ ଦୃଷ୍ଟି ପାଇଁ ଦାବି 

  ମୟୂରଭଞ୍ଜ -୨୮/୦୯ ( ମସିହା)ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଶିକ୍ଷା,ଗମନା, ସ୍ବାସ୍ଥ୍ୟ,ପାନୀୟ ଜଳ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ବାସ୍ତବ କ୍ଷେତ୍ରରେ ତାହା ସେତେଟା ଆଖି ଦେଶିଆ ହୋଇ ପାରୁନାହିଁ ।ଵିଜାତଳା ମୁଖ୍ୟ ସଦର ରାସ୍ତା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ମରଣଯନ୍ତା ପାଲଟିଛି ।ରାସ୍ତା ସାରା ଖଆଲଖମଆଲ ।ପ୍ରଶାସନ ଓ ଜନପ୍ରତିନିଧି ଙ୍କ ନଜର ପଡୁନାହିଁ ।ପଥିକ, ଗ୍ରାମବାସୀ, ଛାତ୍ରଛାତ୍ରୀ ଗମନାଗମନ ପାଇଁ ଭାରି ଅସୁବିଧାରେ ପଡ଼ୁଛନ୍ତି ।ବେଳେ ବେଳେ ଦୁର୍ଘଟଣା ଘଟୁଛି ।ବିଶେଷତଃ ରାତିରେ ପଥିକ, ସାଇକେଲ ଆରୋହୀ ଭାରି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ତେଣୁ ପ୍ରଶାସନ ଓ ଜନପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦେଇ ରାସ୍ତା ମରାମତି ପାଇଁ ବିହିତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମହିଳା ସ୍ବାସ୍ଥ୍ୟ ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ଦାଶଙ୍କ ଅବସରକାଳୀନ ସମ୍ବର୍ଧନା ସଭା 

Sunil Chandra Nayak

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର

Sunil Chandra Nayak

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ରାଜଯୋଗି ଜଗଦୀଶଚନ୍ଦ୍ରଙ୍କ ୨୫ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ 

Leave a Comment

error: Content is protected !!