ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୬୯ ଜଣ ଛାତ୍ରଛାତ୍ରି ଦେଲେ ବୃତ୍ତି ପରୀକ୍ଷା 

୬୯ ଜଣ ଛାତ୍ରଛାତ୍ରି ଦେଲେ ବୃତ୍ତି ପରୀକ୍ଷା 

ବନ୍ଧୁଗାଁ ତା,୨୮/୯/୨୩, ବନ୍ଧୁଗାଁ ବ୍ଲକର କାନାଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଛାତ୍ର ବୃତ୍ତି ପରୀକ୍ଷା ହୋଈ ଯାଇଛି I ଏହି ଛାତ୍ର ବୃତ୍ତି ପରୀକ୍ଷା ବନ୍ଧୁଗାଁ ବ୍ଲକର ସମସ୍ତ ପ୍ରାଥମିକ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରଛାତ୍ରି ୭୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫ ଅନୁପସ୍ଥିତ ରହିଥିବା ବେଳେ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଟ ଶ୍ରେଣୀର ଛାତ୍ରଛାତ୍ରୀ ମୋଟ ୭୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୯ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ତୋହିଥିବା ବେଳେ ୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ I ଛାତ୍ର ବୃତ୍ତି ପରୀକ୍ଷା ଦାୟୀତ୍ୱରେ ରହିଥିବା ବନ୍ଧୁଗାଁ ବ୍ଲକର ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ମଦନ କୁମାର ମୁଦୁଲି ଉପସ୍ଥିତ ରହି ପରୀକ୍ଷାକୁ ସୁରୁଖୁରୁରେ ହୋଇଥିବାର ଦେଖିବାକୁ ମିଳିଛି I ତୃତୀୟ ଓ ଷଷ୍ଟ ଶ୍ରେଣୀର ଛାତ୍ର ବୃତ୍ତି ପରୀକ୍ଷା ସମୟରେ କାନାଗାଁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଦଶ ଜଣ ଶିକ୍ଷକ ଓ ଶିକ୍ଷ। ପରୀକ୍ଷା ଦାୟୀତ୍ୱ ତୁଲାଇବା ପାଇଁ ଅନ୍ୟ ତିନିଜଣ ଶିକ୍ଷକଙ୍କୁ ମଧ୍ୟ ମୃତ୍ୱୟନ କୋରାଯାଇଥିଲା I ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଉପସ୍ଥିତରେ ପରୀକ୍ଷା ଦେବା ପାଇଁ ଆସିଥିବା ଛାତ୍ର ଓ ଛାତ୍ରି ଭଲରେ ପରୀକ୍ଷା ଆସିଥିବା ପ୍ରଶ୍ର ଉତ୍ତର ଲେଖିଥିବାର କହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଅସହାୟ ଦୁଇ ଅନାଥ ଭାଇ ଭଉଣୀ ଙ୍କୁ ସହାୟତା ର ହାତ ବଢ଼େଇଲେ କୀଟ କିସ ପ୍ରତିଷ୍ଠାତା ଡ଼ଃ ଅଚ୍ୟୁତ ସାମନ୍ତ

masiha

ଧର୍ମଗଡ଼ ଉପଖଣ୍ଡ ବ୍ରାହ୍ମଣ ସମାଜ ଦ୍ୱାରା ସାମୁହିକ ବ୍ରତପନୟନ

Sunil Chandra Nayak

ଵଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର

Sunil Chandra Nayak

Leave a Comment

error: Content is protected !!