ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ପୌରପରିଷ ଅଧ୍ଯକ୍ଷ ପଦରେ ଅଶୋକ କୁମାର ମହାନ୍ତି ବିଜୟୀ

ଭବାନୀପାଟଣା:୨୬/୩- ମ.ନି.ସ:- ଧର୍ମଗଡ ପୌରପରିଷ ନିର୍ବାଚନର ଫଳାଫଳରୁ ଜଣାପଡିଛି ଯେ, ବିଜେପି ପ୍ରାର୍ଥୀ ଅଶୋକ କୁମାର ମହାନ୍ତି ଏନଏସି ଅଧ୍ଯକ୍ଷ ପଦରେ ବିଜୟୀ ହୋଇଛନ୍ତି , ତାଙ୍କ ନିିିିକଟ ତମ ପ୍ରତିଦ୍ବନ୍ଦି ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର କୁମାର ମୁନି ପରାସ୍ତ ହୋଇଛନ୍ତି। ଅଶୋକ କୁମାର ମହାନ୍ତି ୫୮୯୪ ଭୋଟ ପାଇଥିବାବେଳେ ରାଜେନ୍ଦ୍ର କୁମାର ମୁନି ୩୪୩୩ ଭୋଟ ପାଇଛନ୍ତି, ତେବେ ଅଶୋକ କୁମାର ମହାନ୍ତି ୨୪୬୧ ଖଣ୍ତ ଭୋଟରେ ଆଗରେ ଥାଇ ବିଜୟୀ ହୋଇଛନ୍ତି।

Related posts

ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ NCC କ୍ୟାଡେଟ ମାନଙ୍କର କାର୍ଗିଲ ବିଜୟ ଦିବସ ପାଳିତ

Sunil Chandra Nayak

ଓବିସି ଏସଟି ଏସସି ମିଳିତ ମହାସଂଘ କଳାହାଣ୍ଡି ର ସାମ୍ବାଦିକ ସମ୍ମଳନୀ

Sunil Chandra Nayak

କବିତା ସାହୁ  ଙ୍କ କବିତା ନୂଆଖାଇ

Sunil Chandra Nayak

Leave a Comment

error: Content is protected !!