ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେସିଙ୍ଗା ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର ନୃପରାଜ ଯାଦବ ବିଜୟୀ

କେସିଙ୍ଗା: କେସିଙ୍ଗା ଏନଏସି ନିର୍ବାଚନରେ ବିଜେଡି ପ୍ରାର୍ଥୀ ନୃପରାଜ ଯାଦବ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରାମକୁମାର ଜୈନଙ୍କ ଠାରୁ ୯୧୨ଟି ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ନୃପରାଜ ୫୧୦୩ ଖଣ୍ଡ ଭୋଟ ପାଇଥିବା ବେଳେ ରାମକୁମାର ୪୧୯୧ ଖଣ୍ଡ, ବିଜେପି ପ୍ରାର୍ଥୀ ସଚିନ ଜୈନ ୧୫୮୭ ଖଣ୍ଡ, ଆପ ପ୍ରାର୍ଥୀ ୬୬ଖଣ୍ଡ ଏବଂ ସ୍ୱାଧୀନ ପ୍ରାର୍ଥୀ ମୋତି କୈବର୍ତ୍ତ ୧୪୬ଖଣ୍ଡ ଭୋଟ ପାଇଥିବା ଜଣାପଡିଛି। ସେହିପରି ୧୧ଟି ୱାର୍ଡ ମଧ୍ୟରୁ ବିଜେଡି ୯ଟି, ବିଜେପି, କଂଗ୍ରେସ ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଲେଖାଏଁ ୱାର୍ଡ ରେ ବିଜୟୀ ହୋଇଛନ୍ତି। ମ ନି ସ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ରକ୍ତ ହୀନତା ନିରାକରଣ ଅଭିଯାନ ର ଶୁଭାରମ୍ଭ ,”ଆନିମିଆ ମୁକ୍ତ କଳାହାଣ୍ଡି ଆଜିର ଆହ୍ଵାନ “

Sunil Chandra Nayak

ଦରଦାମ ବୃଦ୍ଧିକୁ ନେଇ ନର୍ଲା କଂଗ୍ରେସ ଦଳର ହାଲ୍ଳlବୋଲ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!