ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ମ୍ଯୁନିସିପାଲିଟି ଅଧ୍ଯକ୍ଷା ଭାବରେ ସଂଯୁକ୍ତା ବେହେରା ବିଜୟୀ

ଭବାନୀପାଟଣା:୨୬/୩- ମ.ନି.ସ:- ଭବନୀପାଟଣ ସହରରେ ହୋଇଥିବା ପୌରପରିଷଦ ନିର୍ବାଚନରେ ମ୍ଯୁନିସିପାଲିଟି ଅଧ୍ଯକ୍ଷା ଭାବରେ ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ବେହେରା ବିଜୟୀ ହୋଇଛନ୍ତି। ଏହି ନିର୍ବାଚନରେ ବିଭିନ୍ନ ଦଳଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା, ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ବେହେରା ୧୪୧୩୫ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେପି ପ୍ରାର୍ଥୀନୀ ବିନିତା ଦାସ ୧୩୨୮୮ ଖଣ୍ତ ଭୋଟ ପାଇ ପରାସ୍ତ ହୋଇଛନ୍ତି। ତେବେ ବିଜେଡି ପ୍ରାର୍ଥୀନୀ ସଂଯୁକ୍ତା ବେହେରା ୮୪୭ ଖଣ୍ତ ଭୋଟ ଆଗରେ ଥାଇ ବିଜୟୀ ହୋଇଛନ୍ତି।

Related posts

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ମାତା ନବଦୁର୍ଗାଙ୍କ ତୃତୀୟ ସ୍ବରୂପ ମା ଚନ୍ଦ୍ରଘଣ୍ଟା

Sunil Chandra Nayak

କବିତା – ମାଆ ବିରଜାଙ୍କ ବିଶେଷ ପାର୍ବଣ

Sunil Chandra Nayak

କୋଷାଗୁମୁଡ଼ା କଂଗ୍ରେସ ନେତା ଙ୍କୁ ବହିଷ୍କୃତ 

Sunil Chandra Nayak

Leave a Comment

error: Content is protected !!