ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ ପୌରପରିଷ ନିର୍ବାଚନରେ ବିଜେଡି ଗଡକୁ ଭାଙ୍ଗିଲା ବିଜେପି

ଭବାନୀପାଟଣା:୨୬/୩- ମ.ନି.ସ:- ବିଜେଡି ଗଡକୁ ଭାଙ୍ଗିଲା ବିଜେପି ପୌରପରିଷ ନିର୍ବାଚନରେ ବିଜୟୀ ହୋଇନ୍ତି। ଜୁନାଗଡ ବିଜେଡି ଗଡ ଭାବରେ ପରିଚିତ ରହିଥିବାବେଳେ ନିଜେ ମନ୍ତ୍ରୀ ଦିବ୍ଯଶଙ୍କର ମିଶ୍ର ପୌରପରିଷଦ ନିର୍ବାଚନର ମଙ୍ଗ ଧରି ନିର୍ବାଚନକୁ ପରିଚାଳନା କରୁଥିଲେ ହେଲେ ଗତ ୨୪/୩/୨୦୨୨ ତାରିଖ ଦିନ ପୌର ପରିଷଦ ନିର୍ବାଚନ ଜୁନାଗଡରେ ହୋଇଥିଲା ଆଜିର ଭୋଟ ଗଣତି ଫଳାଫଳରୁ ଜଣାପଡିଛି ଯେ, ବିଜେପି ପ୍ରାର୍ଥୀ ମୁକେଶ ଓଗ୍ରଓ୍ବାଲ ୫୮୮୯ ଖଣ୍ତ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେଡି ପ୍ରାର୍ଥୀ ୪୭୧୫ ଭୋଟ ପାଇ ପରାସ୍ତ ହୋଇଛନ୍ତି। ତେବେ ବିଜେପି ପ୍ରାର୍ଥୀ ୧୧୭୪ ଖଣ୍ତ ଭୋଟରେ ଆଗରେ ଥାଇ ବିଜୟୀ ହୋଇଥିବା ଘଟଣା ରାଜନୈତିକ ମହଲରେ ଆଶ୍ଚର୍ଯ୍ୟ କରିଦେଇଛି।

Related posts

ଆମ ଓଡ଼ିଶା ପକ୍ଷରୁ ଧର୍ମଗଡ ରକ୍ତ ଭଣ୍ଡାର ଠାରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ବିଦ୍ୟାଳୟରେ ୫ ଟି ଦକ୍ଷତା ବିକାଶ ପ୍ରଶିକ୍ଷଣ ଶିବିର

Sunil Chandra Nayak

Leave a Comment

error: Content is protected !!