ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକସଭା

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ବିୟୋଗରେ ଶୋକସଭା

ଲାଞ୍ଜିଗଡ଼,୦୬/୧୦(ମନିସ)-ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ କ୍ଷୀରାବ୍ଧୀ ସାହୁଙ୍କ ବିୟୋଗକୁ ନେଇ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବାବେଳେ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଏକ ଶୋକସଭା ଆୟୋଜିତ ହୋଇଯାଇଛି ! ଏଥିରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ ସାହୁ, ବରିଷ୍ଠ ଅଧ୍ୟାପକ ଅରୁଣ କୁମାର ଚନ୍ଦନ, ଅଧ୍ୟାପିକା କନକଲତା ବେହେରା, ଚିନ୍ମୟୀ ସାହୁ, ଜୟଶ୍ରୀ ବେହେରା, ନୀଳେନ୍ଦ୍ରୀ ଶତପଥୀ, ଅଧ୍ୟାପକ ସୁବାସ ହିଆଁଲ, ଶୁଭମ ପାଢ଼ୀ, ପିଇଟି ଶ୍ରୀନିବାସ ଦାସ, ଲାଇବ୍ରେରୀୟାନ ଧବଳେଶ୍ବର ଠେଲା, ମହାବିଦ୍ୟାଳୟ କର୍ମଚାରୀ କୁଳମଣି ବାଣୁଆ, ରୀତାରାଣୀ ବାରିକ, ଜଇମନି ବେହେରା, ରତନୀ ମାଝୀ, ଘନଶ୍ୟାମ ସୁନାଙ୍କ ସମେତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ! ଏଥିରେ ସ୍ବର୍ଗତ ସାହୁଙ୍କ ମହାବିଦ୍ୟାଳୟ ସ୍ଥାପନ ଦିଗରେ ଅବଦାନ ସହିତ ତାଙ୍କର ସ୍ମ୍ରୁତିଚାରଣ କରାଯାଇଥିଲା !

ଲାଞ୍ଜିଗଡ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଉମରକୋଟ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

ସ୍ମାର୍ଟ ମିଟର୍ ବିରୋଧରେ ତାତିଲା ଜିଲ୍ଲା ଓକିଲ ସଂଘ ବିଦ୍ୟୁତ୍ କାର୍ଯ୍ୟାଳୟ ଘେରାଉ

Sunil Chandra Nayak

ଜି.ସି.ଡ଼ି ଜିଲ୍ଲା ହାଇସ୍କୁଲରେ ବାର୍ଷିକ କ୍ରୀଡା ଏବଂ ଭାରତୀୟ ସେନା ଦିବସ ପାଳିତ

masiha

Leave a Comment

error: Content is protected !!