ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀଙ୍କ ଦ୍ୱାରା ମାନସିକ ଅନଗ୍ରସର ମହିଳା ଉଦ୍ଧାର :ଉଦ୍ଧାର ହୋଇଥିବା ମହିଳା କୁ ସ୍ଥାନୀୟ ମିସିନାରୀ ଅଫ ଚାରିଟି ରେ ଥଇଥାନ

ସମାଜସେବୀଙ୍କ ଦ୍ୱାରା ମାନସିକ ଅନଗ୍ରସର ମହିଳା ଉଦ୍ଧାର :ଉଦ୍ଧାର ହୋଇଥିବା ମହିଳା କୁ ସ୍ଥାନୀୟ ମିସିନାରୀ ଅଫ ଚାରିଟି ରେ ଥଇଥାନ

ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ନିକଟରେ ଜଣେ ଅପରିଚିତ ମାନସିକ ଅନଗ୍ରସର ମହିଳା ଅସହାୟ ଅବସ୍ଥାରେ ପଡିରହିଥିବା ଖବର ପାଇ ଅଲ ଓଡିଶା ସିଡୁଲ୍ଡ କାଷ୍ଟ ଫେଡେରେସନ ର କର୍ମକର୍ତ୍ତା ତଥା ସମାଜସେବୀ ଢଗ ନାଏକ ସେଠାରେ ପହଞ୍ଚି ଉଦ୍ଧାର କରିଛନ୍ତି।ଏ ନେଇ ଶ୍ରୀ ନାଏକ ଧର୍ମଗଡ ଉପଜିଲ୍ଲାପାଳ ବିରଞ୍ଚି ନାରାୟଣ ଦରୱାନ, ସହକାରୀ ଜିଲ୍ଲାପାଳ ଗରିବ ଦୀପ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ କୁ ଯୋଗାଯୋଗ କରିଥିଲେ।ମହିଳା ଜଣକୁ ଧର୍ମଗଡ ସ୍ଥିତ ମିସନାରୀ ଅଫ ଚାରିଟି ରେ ରଖିବା ପାଇଁ ଉଭୟେ ନିର୍ଦେଶ ଦେଇଥିଲେ। ସମାଜସେବୀ ଶ୍ରୀ ନାଏକ ଚାରିଟି ର ପରିଚାଳିକା ସହିତ ଯୋଗାଯୋଗ କରି ସେଠାରେ ଥଇଥାନ କରିଥିଲେ। ମହିଳା ଙ୍କ ବୟସ 40 ବର୍ଷ। ଥଇଥାନ ସମୟରେ ସହକାରୀ ଜିଲ୍ଲାପାଳ ଗରିବ ଦୀପ, ଅଙ୍କିତ ସେଠି ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଧର୍ମଗଡ ରେ ନୂତନ ତହସିଲଦାର ଙ୍କ ଯୋଗଦାନ  ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ସଂଗଠନ ତରଫରୁ ସମ୍ବର୍ଦ୍ଧନା

masiha

ବାଦାମ ପାହାଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଟିପିଏନଓଡିଏଲ ଏବଂ ଅଗ୍ନୀଶମ ବିଭାଗ ତରଫରୁ ଅଗ୍ନିଶମ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କାମନା ଦଣ୍ଡ ଶତବାର୍ଷିକୀ ମହୋତ୍ସବ ର ଉଦଯାପନୀ ସମାରୋହ 

Sunil Chandra Nayak

Leave a Comment

error: Content is protected !!