ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡ଼ା – ସ୍ବାଧୀନ ପ୍ରାଥିର ବାଜିମାତ୍

ନୂଆପଡା : ନୂଆପଡା ଜିଲ୍ଲାର ତିନିଟି ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରୁ ଗୋଟିକ ରେ ବି ପୌରାଧ୍ୟକ୍ଷ ଆସନ ଜିତିବାରେ ସଫଳ ହୋଇନାହିଁ ଶାସକ ବିଜୁ ଜନତା ଦଳ ।  ନୂଆପଡା ଏନଏସି ରେ ସ୍ବଧୀନ ପ୍ରାର୍ଥୀ ମହମ୍ମଦ ଆଦମ ୧୨୬୭ ଭୋଟରେ ବିଜୟୀ ହୋଇଛନ୍ତି । ନୂଆପଡ଼ା ଏନଏସି ରେ ୱାଡ଼ ରେ ଧରମରାଜ ଶବର ବିଜେଡି,ତରୁନ ମାଝୀ ବିଜେପି ,ସଞ୍ଜୁକ୍ତା ପଣ୍ଡା ବିଜେଡି ,ସଙ୍ଗୀତ ପାରକ ବିଜେଡି ଥାନେଶ୍ବର ସୁନା ବିଜେଡି ,ଶିବମ୍ ପାତ୍ର ବିଜେଡି , ଧନେଶ୍ବରୀ ସାହୁ ,କଂଗ୍ରେସ ରାନୁ ସାହୁ ବିଜେଡି,କେଶରୀ ମାଝୀ ବିଜେଡି ,ବାସନ୍ତି ବାଗ ସ୍ବାଧିନ ,ମଳୟ ରଞ୍ଜନ ମଣ୍ଡଳ ବିଜେଡ଼ି, ଭଗବତୀ ଦଣ୍ଡସେନା ସ୍ବାଧିନ ,ଗିରୀଧାରୀ ରଣା ସ୍ବାଧିନ,ଜୟନ୍ତି ରଣା, ସ୍ବାଧିନ ପ୍ରମୁଖ ବିଜୟୀ ହୋଇଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମମତା ସାହୁ ଙ୍କ କବିତା/ ଜୟ ମା ମହାଲକ୍ଷ୍ମୀ

Sunil Chandra Nayak

ମିନି ବିଜ୍ଞାନମେଳାରେ ମୁଖ୍ୟ ଅତିଥି ହେଲେ ନାରାୟଣ ଚନ୍ଦ୍ର ସେନାପତି

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଶ୍ରୀଜଗନ୍ନାଥ ଜଣାଣ

Sunil Chandra Nayak

Leave a Comment

error: Content is protected !!