ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାନ୍ତି ଶୃଙ୍ଖଳା ସହ ଛତର ଯାତ୍ରା ପାଳନ ପାଈଁ ବୈଠକ 

ଶାନ୍ତି ଶୃଙ୍ଖଳା ସହ ଛତର ଯାତ୍ରା ପାଳନ ପାଈଁ ବୈଠକ 

ଭବାନୀପାଟଣା ଟାଉନ ଥାନା ଓ ପୌରପାଳିକା ର ମିଳିତ ଆନୁକୂଲ୍ୟରେ ଛତର ଯାତ୍ରା ସମୟରେ ରେ ଶାନ୍ତିରକ୍ଷା ନିମନ୍ତେ ଏକ ବୈଠକ ଟାଉନ ଥାନା ପ୍ରାଙ୍ଗଣରେ ରେ ଅନୁଷ୍ଠିତ ହୋଇଥିଲା l ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବିଷ୍ଣୁ ପ୍ରଧାନ, ଟାଉନ ଥାନା ଅଧିକାରୀ ଶ୍ରୀଯୁକ୍ତ ଯଶୋବନ୍ତ କୁମାର ହିଆଲ, ସମସ୍ତ ପାରିଷଦ ବୃନ୍ଦ,ବିଭିନ୍ନ ସାଂସ୍କୃତିକ କମିଟି ର ମେମ୍ବର,ଯୁବକ ମାନେ ଏହି ବୈଠକ ରେ ଉପସ୍ଥିତ ଥିଲେ l

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ 

Related posts

ଜିଲ୍ଲା କାରାଗାର ଠାରେ କେରମ ଓ ଚେସ ପ୍ରତିଯୋଗିତା

Sunil Chandra Nayak

ବଂଶୀଧର ମହାନ୍ତିଙ୍କର ୩୩ତମ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Demand for Arrest of Bank Manager After Tribal Man Allegedly Forced to Bring Exhumed Sister’s Remains to Claim ₹19,300 ex MP NIRANJAN BISHI

Sunil Chandra Nayak

Leave a Comment

error: Content is protected !!