ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡ଼ିଶା ନବୀନ ଓଡ଼ିଶା ର ଶୁଭାରମ୍ଭ

ଆମ ଓଡ଼ିଶା ନବୀନ ଓଡ଼ିଶା ର ଶୁଭାରମ୍ଭ

ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ସଦର ମିନି ଷ୍ଟାଡିୟମ ଠାରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇ ଅଛି । ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ କୋଲନରା ବ୍ଲକ ପାଇଁ ୮କୋଟି ୫୦ ଲକ୍ଷ୍ୟ ଟଙ୍କା ଅନୁଦାନ ପ୍ରଧାନ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ 5ଟି ଅଧକ୍ଷ ଭିକେ ପାଣ୍ଡିଆନ ଭିଡ଼ିଓ ଆବସି ମାଧ୍ୟମରେ କୋଲନରା ବ୍ଲକ ର ଲୋକଙ୍କ ସହ ଯୋଡ଼ି ହୋଇଥିଲେ । ଡୁମ୍ବିରିଗୁଡା ପଞ୍ଚାୟତ ସରପଞ୍ଚ ମାଣିକ ପିର୍ବକା ଜୟ ଜଗନ୍ନାଥ କହି ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟନାୟକ ଓ 5ଟି ଅଧକ୍ଷ ପାଣ୍ଡିଆନ ଙ୍କୁ ସ୍ୱାଗତ କରିଥିଲେ।ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଆମ ଓଡ଼ିଶା ନବୀନ ଓଡିଶା ଅଧକ୍ଷ ଶ୍ରୀ ଭିକେ ପାଣ୍ଡିଆନ କୋଲନରା ବ୍ଲକ ର ସମସ୍ତ ପଞ୍ଚାୟତ କୁ ସର୍ଵ ମୋଟ ୮କୋଟି ୫୦ ଲକ୍ଷ୍ୟ ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସୂଚନା ଦେଇଥିଲେ।ଗ୍ରାମାଞ୍ଚଳରେ ବିକାଶ ର ଧାରା ଆରମ୍ଭ ହେବା ସହ ସ୍ୱଚ୍ଛତା ର ସହ ଖର୍ଚ୍ଚ କରି ସହଯୋଗ କରିବାକୁ ସେ ଦିଗରେ ଧ୍ୟାନ ଦେବାକୁ କହିଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ କୋଲନରା ଅଧକ୍ଷ ସଂଯୁକ୍ତା କୁଲିସିକା ,ଜିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ବର ନାଇଡୁ,କୋଲନରା ବିଡ଼ିଓ ରୀନା ପ୍ରଧାନ, ସହକାରୀ ଯନ୍ତ୍ରୀ ସି ଏଚ ଲକ୍ଷ୍ମୀ ନାରାୟଣ ରାଓ ପାତ୍ର, ଏକାଉଟଣ୍ଟ ଗଣେଶ୍ୱର ବାଗ, ସେକ୍ସେନ ଅଧିକାରୀ ବାଳକୃଷ୍ଣ ରଥ, ଜିପିଓ ଅନିଲ କୁମାର ଗମାଙ୍ଗ, ଆମ ଓଡ଼ିଶା ନବୀନ ଓଡ଼ିଶା ନଡ଼ାଲ ଅଧିକାରୀ ପ୍ରଭାତ କୁମାର ଲେଙ୍କା, ବିଏସଓ ପ୍ରଭାତ କୁମାର ଶବର, ସିଡିପିଓ ବିଜୟ ଲକ୍ଷ୍ମୀ ନିଶାଙ୍କ, ମିଶନ ଶକ୍ତି ବିପିସି ପ୍ରତାପ ନାଇକ, ଓଏଲେମ ବିପିଏମ ଟୁନା ଖଟେଇ, ଡବ୍ଲୁଇଓ ଦେବାଶିଷ ମୁଣ୍ଡ, ବ୍ଲକ ସ୍ତରୀୟ ମିଶନ ଶକ୍ତି ମହା ସଂଘ ସଭାପତି ସମ୍ପାଦକ, ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା,ଜିଆଏସ, ପିଇଓ, ମହିଳା ମଣ୍ଡଳ ସଭ୍ୟା, ଅଙ୍ଗନ ବାଡ଼ି କର୍ମୀ, ଚାନ୍ଦିଲି ପୋଲିସ, ଅଗ୍ନି ବିଭାଗ, ବ୍ୟାଙ୍କ ମିତ୍ର ଓ ପ୍ରାୟ ୪୦୦୦ ଉର୍ଦ୍ଧ ଜନ ସମାଗମ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟିର ର “ଗାଁ କୁ ଚାଲ ଅଭିଯାନ ଆରମ୍ଭ

masiha

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଧର୍ମୁ ପଧାନଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

Sunil Chandra Nayak

Leave a Comment

error: Content is protected !!