ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:ଠୁଟିବର ନିକଟରେ ବାଇକ ରୁ ଖସି ଜଣକର ମୃତ୍ୟୁ

ଧର୍ମଗଡ:ଠୁଟିବର ନିକଟରେ ବାଇକ ରୁ ଖସି ଜଣକର ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କୋକସରା ଥାନା ଠୁଟିବର ନିକଟରେ ବାଇକ ରୁ ଖସି ବାଇକ ଆରୋହୀ ଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଆରୋହୀ ଜଣକ କୋକସରା ଥାନା ମଙ୍ଗଳପୁର ଗ୍ରାମର କୈବଲ୍ୟ ନାଏକ ବୋଲି ଜଣାପଡିଛି। ସୂଚନା ଯେ ସେ ଠୁଟିବର କୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ବାଇକ ରୁ ଖସି ଗୁରୁତର ହୋଇଥିଲେ. ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ପଠେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ଶରୀର କୁ ପୋଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ପୋଲିସ ସୂଚନା ଦେଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସେବା,ତ୍ୟାଗ,ସାଧନା ଓ ଓଡ଼ିଆ ଜାତିର ସ୍ଵଭିମାର ଅମ୍ଳାନ ସ୍ୱାକ୍ଷର : ଅଗ୍ରଣୀ ସାମାଜିକ ସଙ୍ଗଠନ “ଆମ ମାହାଙ୍ଗା” 

Sunil Chandra Nayak

ରାୟଗଡ଼ ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ

masiha

ଭିନ୍ନକ୍ଷମ ଓ ବୟୋଜ୍ୟେଷ୍ଠଙ୍କୁ ଶ୍ରବଣ ଯନ୍ତ୍ର ଉପକରଣ ବିତରଣ 

Leave a Comment

error: Content is protected !!