ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ନିମନ୍ତେ ବ୍ଲକ ସ୍ଥରୀୟ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

ଦିବ୍ୟାଙ୍ଗ ନିମନ୍ତେ ବ୍ଲକ ସ୍ଥରୀୟ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

ଜୁନାଗଡ଼,୧୦/୧୧(ମ ନି ସ) ଦିବ୍ୟ।ଙ୍ଗ ଙ୍କୁ ନେଇ ଜୁନାଗଡ଼ ବ୍ଲକ ସ୍ତରୀୟ ଜିଲ୍ଲାର ଏକ ପ୍ରସିଦ୍ଧ ପର୍ଯଟନ ସ୍ଥଳୀ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି କ୍ଷେତ୍ର ପରିଦର୍ଶନରେ କଳାହାଣ୍ଡିର ପ୍ରସିଦ୍ଧ ପର୍ଯଟନ ସ୍ଥଳି ଚୁରାପାହାଡ଼ ର ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଗଦଲା ଝରଣ ଠାରେ ଦିବ୍ୟାଙ୍ଗ ଛାତ୍ର ,ଛାତ୍ରୀ,ଅଭିଭାବକ, ଅଭିଭାବିକ ଓ ଶିକ୍ଷ୍ୟା ବିଭାଗ ଅଧିକାରୀ ସମୂହ ଯୋଗଦାନ କରି ପରିଦର୍ଶନ କରିଥିଲେ।ଏଥିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିବା ସହ ଉସାହିତ କରାଯାଇଥିଲା । ଜୁନାଗଡ଼ ବିଆରସିସି ତଥା ଏବିଇଓସୁଶାନ୍ତ ଠାକୁରଙ୍କ ତତ୍ୱବଧାନରେ ଆୟୋଜିତ ଏହି କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମରର ଜୁନାଗଡ଼ ଵିଇଓ ତପନ ମାଝୀ,ମାର୍ଗଦର୍ଶକ ଭାବେ ଓ ,ଏବିଇଓ କୁଳମଣି ମାଝୀ,କ୍ଷୀରୋଦ ଭୋଇ, ଜୁନାଗଡ଼ ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଳ ବାଗ, ଶିକ୍ଷକ ସଂଘ ସଭାପତି ସରୋଜ ପଣ୍ଡା,ପ୍ରମୁଖ ଯୋଗଦେଇ ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀର ମହତ୍ଵ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରିଥିଲେ।ସେହିପ ରିବିଆରଟି ବିଶ୍ୱରଞ୍ଜନ ବୈଠାରୁ,କର୍ତ୍ତିକ ସରାଫ ଏଥିରେ ସକ୍ରିୟ ସହଯୋଗ କରିଥିଲେ ଏବଂ ଆରପି ଯୀଶୁରମ ଗୋପାଳ କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ହିନ୍ଦୋଳ ଓକିଲ ସଙ୍ଘ ନିର୍ବାଚନ,ପୁଣି ସୁଶୀଲ ସଭାପତି,ପ୍ରକାଶ ସମ୍ପାଦକ

Sunil Chandra Nayak

ଯୀଶୁ ଙ୍କ ଜନ୍ମ ଦିନ ପାଇଁ ଆଲୋକ ମାଳାରେ ସଜେଇ ହେଲାଣି ଗୀର୍ଜା

masiha

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଏବେ ଠାରୁ ପ୍ରସ୍ତୁତି ଆରମ୍ଭ

Leave a Comment

error: Content is protected !!