ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଖଣି ବ୍ୟବସାୟୀ ନିରାକାର ହତ୍ୟା ଘଟଣା ,  ଆଉ ଜଣେ ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କଲା ପୋଲିସ

ଖଣି ବ୍ୟବସାୟୀ ନିରାକାର ହତ୍ୟା ଘଟଣା , 

ଆଉ ଜଣେ ଅଭିଯୁକ୍ତ ଙ୍କୁ କୋର୍ଟଚାଲାଣ କଲା ପୋଲିସ

କାମାକ୍ଷାନଗର –(ମନିସ )15/11/23 // କାମାକ୍ଷାନଗର ଥାନା ଆଳତୁମା ରାମିଆଳ ନଦୀ ନିକଟରେ ଗତ ସେପ୍ଟେମ୍ବର ମାସ ରେ ହୋଇଥିବା ନିରାକାର ହତ୍ୟା ଘଟଣା ରେ ବଢ଼ିଚାଲିଛି ଅଭିଯୁକ୍ତ ଙ୍କ ସଂଖ୍ୟା l ଆଜି ଏହି ଘଟଣା ରେ ଆଉ ଜଣେ ଅଭିଯୁକ୍ତ ସୁବାଷ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରିଛି କାମାକ୍ଷାନଗର ପୋଲିସ l ସୁବାଷ କୁ ମିଶାଇ ନିରାକାର ହତ୍ୟା ଘଟଣା ରେ ମୋଟ ଚାରି ଜଣକୁ କୋର୍ଟଚାଲାଣ କରିଛି ପୋଲିସ l ମୁଖ୍ୟ ଅଭିଯୁକ୍ତ ଭାବେ ଦିବ୍ୟଦର୍ଶନ ମାହୁନ୍ତ, ଓ ନିରାକାର କୁ ଛଅ ଲକ୍ଷ ଟଙ୍କାରେ ସୁପାରୀ ନେଇ ହତ୍ୟା କରିଥିବା ନେଇ ରାକେଶନାଥ ଓ ଦେବ ବରଜା ଙ୍କୁ ପୂର୍ବରୁ ପୋଲିସ କୋର୍ଟଚାଲାଣ କରିସାରିଛି l ଗତକାଲି ରାକେଶ ନାଥ ଓ ଦେବ ବରଜା କୁ କୋର୍ଟଚାଲାଣ କରିବାର ଚବିଶଘଣ୍ଟା ନପୂରୁଣୁ ଆଜି ସୁବାଷ କୁ ଗିରଫ କରି କୋର୍ଟ ଚାଲାଣ କରି କାମାକ୍ଷାନଗର ପୋଲିସ ଏହି ହତ୍ୟାକାଣ୍ଡ କେସ ରେ ସଫଳତା ପାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୪୨ କେଜି ଗଞ୍ଜେଇ ଜବତ, ଜଣେ ଅଟକ

Sunil Chandra Nayak

ଅନ୍ଧ ବିଶ୍ବାସର କରୁଣ ପରିଣତି! ବୃଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ 

Sunil Chandra Nayak

ସ୍ବାମୀ ସ୍ତ୍ରୀଙ୍କ ନକଲି ମଦ ଫ୍ୟାକ୍ଟ୍ରି ; ୩୦ ଲକ୍ଷଟଙ୍କାର ବିଦେଶୀ ମଦ କାରଖାନା ଠାବ,ମଦ ତିଆରି ମେଶିନ ସହ ଜବତ

Sunil Chandra Nayak

Leave a Comment

error: Content is protected !!