ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ପାପଡାହାଣ୍ଡି,15/11, ମନିସ —ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବିଧାୟକ ମନୋହର ରନ୍ଧାରିଙ୍କ ମାଝୀଗୁଡାସ୍ଥିତ ଵାସ ଭଵନରେ ବୁଧବାର ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି | ପାପଡାହାଣ୍ଡି ବ୍ଲକ ଭଣ୍ଡିଆ ଗ୍ରାମର 50 ରୁ ଉର୍ଦ୍ଧ କର୍ମୀ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଥିଲେ | ବଳି ଭତରା, ନାରାୟଣ ଭତରା ଓ ତ୍ରିନାଥ ମଣ୍ଡଳ ଙ୍କ ନେତୃତ୍ୱ ରେ ଏହି କର୍ମୀ ମାନେ ଯୋଗ ଦେଇଥିଲେ | ବିଧାୟକ ରନ୍ଧାରି କର୍ମୀ ମାନଙ୍କୁ ଉପ ଢ଼ୋକନ ଦେଇ ସମ୍ନାନୀତ କରିଥିଲେ | କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲିକ, ଜିଲ୍ଲା ବିଜେଡି ଉପସଭାପତି ବଦ୍ରି ନାରାୟଣ ସିଂ, ଜିଲ୍ଲା ଯୁବ ବିଜେଡି ସଭାପତି ଶିବା ନନ୍ଦ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା  ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ବିପର୍ଯ୍ୟସ୍ତ: ବିଜେଡି

Sunil Chandra Nayak

ମା ଚଣ୍ଡୀ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା କଲେ ବିଧାୟକ ପ୍ରାର୍ଥିନୀ

masiha

ଢେ଼ଙ୍କାନାଳ ଜିଲ୍ଲା ବିଜେଡି ଉପସଭାପତି ହେଲେ ହିମାଂଶୁ ମହାପାତ୍ର

Sunil Chandra Nayak

Leave a Comment

error: Content is protected !!