ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ ଏକାଦଶୀ ଅବସରରେ ଧର୍ମଗଡ ଶ୍ୟାମ ପରିବାର ପକ୍ଷରୁ ବାବା ଖଟ୍ଟୁ ଶ୍ୟାମଜୀ ଙ୍କ ପବିତ୍ର ଜନ୍ମଦିନ ପାଳନ

ବଡ ଏକାଦଶୀ ଅବସରରେ ଧର୍ମଗଡ ଶ୍ୟାମ ପରିବାର ପକ୍ଷରୁ ବାବା ଖଟ୍ଟୁ ଶ୍ୟାମଜୀ ଙ୍କ ପବିତ୍ର ଜନ୍ମଦିନ ପାଳନ

ଆଜି ବଡ ଏକାଦଶୀ ବାବା ଖଟ୍ଟୁଶ୍ୟାମଜୀ ଙ୍କ ପବିତ୍ର ଜନ୍ମଦିନ ଅବସରରେ ଧର୍ମଗଡ ଶ୍ୟାମ ପରିବାର ପକ୍ଷରୁ ଧୁମ୍ ଧାମରେ ପାଳନ କରାଯାଇଥିଲା।

ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଭବ୍ୟ ନିଶାନ ଶୋଭାଯାତ୍ରା ଏକ ଆଧ୍ୟାତ୍ମିକ ପରିବେଶରେ ଧର୍ମଗଡ ସହର ପରିକ୍ରମା କରିଥିଲା। ଶ୍ୟାମ ପରିବାର ର ସୁନିତା ଅଗ୍ରୱାଲ ଙ୍କ ନେତୃତ୍ଵରେ ସାରଳା ବାଇ ଅଗ୍ରୱାଲ, ଅଳକା ଦାଗା, ମୀନା ତାୟଲ, ସୁଶୀଳା ସିଂଘଲ, ରିତା ଅଗ୍ରୱାଲ, ସୁମନ ଅଗ୍ରୱାଲ, ରିଧି ଅଗ୍ରୱାଲ ପ୍ରମୁଖ ଖଟ୍ଟୁ ଶ୍ୟାମଜୀ ବାବା ଙ୍କ ଗୁଣଗାନ ସହ ଭଜନ କୀର୍ତ୍ତନ କରିଥଲେ।

ସର୍ବଶ୍ରୀ କିଶୋର ଅଗ୍ରୱାଲ, ସଚିନ ସିଂଘଲ, ମଦନ ଜୈନ, ସୁବାସ ଅଗ୍ରୱାଲ, କପିଲ ଅଗ୍ରୱାଲ, ରତନ ଅଗ୍ରୱାଲ, ଅନୁପ ଅଗ୍ରୱାଲ ପ୍ରମୁଖ ଏହି ଧାର୍ମିକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଭବାନୀପାଟଣାରେ ସହିଦ ରେଣ୍ଡୋମାଝୀଙ୍କ ପ୍ରତିମୂର୍ତ୍ତି ପାଇଁ ଦାବୀ

masiha

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା,ରାଇରଙ୍ଗର ତରଫରୁ ଡାକ୍ତରଖାନା, ଥାନା,ଅଗ୍ନିଶମ ବିଭାଗର‌ କର୍ମଚାରୀଙ୍କୁ ରାକ୍ଷୀ ବାନ୍ଧିଲେ

Sunil Chandra Nayak

ଭାରତୀୟ ଜାତୀୟ ଛାତ୍ର ସଂଗଠନ ଦ୍ୱାରା ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ର ପ୍ରଦାନ

masiha

Leave a Comment

error: Content is protected !!