ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ସ୍ମୃତି ଯୁବ ପ୍ରତିଭା-୨୦୨୪ ପୁରଷ୍କାର ପାଇଲେ ବାମନଘାଟୀ ଉପଖଣ୍ଡର ଶିବ କୁମାର ମହାନ୍ତ

ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ ସ୍ମୃତି ଯୁବ ପ୍ରତିଭା-୨୦୨୪ ପୁରଷ୍କାର ପାଇଲେ ବାମନଘାଟୀ ଉପଖଣ୍ଡର ଶିବ କୁମାର ମହାନ୍ତ

ମୟୂରଭଂଜ +  ନିକଟରେ ଲୋକସେବା ଭବନ ପରିସରରୈ ରାଜ୍ୟ ସରକାର ଓଡ଼ିଶା ସଂସ୍କୂତି ବିଭାଗ ତରଫରୁ ଓଡ଼ିଆ ଭାଷା,ସାହିତ୍ୟ ଏକାଡେମୀ ସଙ୍ଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ୨୦୨୩,୨୪ ଏଵଂ୨୫ ମୋଟ ୧୩୪ ଜଣଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ରାଜ୍ଯ ସଂସ୍କୃତି ବିଭାଗ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ, ଭୂଵନେଶ୍ଵର ବିଧାୟକ ବାବୁ ସିଂ, ବିଧାୟକ ତଥା ଅଭିନେତି ସିଦ୍ଧାନ୍ତ ମହାପାତ୍ର, କୋରେଇ ବିଧାୟକ ଆକାଶ ଦାସ ନାୟକ, ସ୍ବତନ୍ତ୍ର ଶାସନ ସଚିବ ଦେଶ ପ୍ରସାଦ ଦାସ, ସଙ୍ଗୀତ ନାଟକ ଏକାଡେମୀ ସଚିବ ଡ଼ଃ ଚନ୍ଦ୍ରଶେଖର ହୋତା ପ୍ରମୁଖ ଯୋଗ ଦେଇଥିଲେ । ୨୦୨୪ ବର୍ଷସଂଗୀତ ନାଟକ ଶିକ୍ଷା ଏକାଡେମୀ ତରଫରୁ ସ୍ବର୍ଗତ କବିଚନ୍ଦ୍ର କାଳୀଚରଣପଟନାୟକ ସ୍ମୃତିରେ ରାଇରଙ୍ଗପୁର ଅଞ୍ଚଳର ବିଶିଷ୍ଟ ଯୁବ ଛଉ କଳାକାର‌ ଶିବ କୁମାର ମହାନ୍ତଙ୍କ ଯୁବ ପ୍ରତିଭାରେ ଅତିଥିଗଣ ପୁଷ୍ପଗୁଛ,ଉତ୍ତରୀୟ ଦେଇ ସମ୍ମାନିତ କରଯାଇଥିଲା ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆଇନ ସଚେତନତା ଶିବିର

masiha

କଳାହାଣ୍ଡି କୁମ୍ଭାର ସମାଜ ର ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ସମାଜର ଉନ୍ନତି ପାଇଁ ସମସ୍ତେ ଏକଜୁଟ୍ ହୋଇ କାମ କରିବାକୁ ଆହ୍ୱାନ୍

Sunil Chandra Nayak

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ଖଟରୁ ପଡ଼ି ଶିଶୁକନ୍ଯା ମୃତ

Sunil Chandra Nayak

Leave a Comment

error: Content is protected !!