ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ 

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ 

କଟକ : ଅଗ୍ରଣୀ ସାମାଜିକ ସଂଗଠନ ସଞ୍ଜିବନୀ ସେବା ଫାଉଣ୍ଡେସନର ସକ୍ରିୟ ସଦସ୍ୟ ଅବିନାଶ ସ୍ୱାଇଁ ଙ୍କ ଜନ୍ମଦିବସ ପାଳନ ଅବସରରେ ଅନୁନ୍ନତ ବସ୍ତି ଅଞ୍ଚଳର କୁନିକୁନି ଛାତ୍ରଛାତ୍ରୀ ଙ୍କୁ ପାଠ୍ୟଉପକରଣ, ସକାଳ ଜଳଖିଆ ବଣ୍ଟନ କରାଯାଇଛି । ଉକ୍ତ କାଯ୍ୟକ୍ରମରେ ସଞ୍ଜିବନୀ ସେବା ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ,ସମ୍ପାଦକ ବିକ୍ରମ କେଶରୀ ନାଥ କୋଷାଧ୍ୟକ୍ଷ ତ୍ରିନାଥ ମହାରଣା,ସଦସ୍ୟ ଅବିନାଶ ସ୍ୱାଇଁ,ସୁପ୍ରଭା ରଣା, ଶୁଭଶ୍ରୀ ମହାପାତ୍ର,ତୃପ୍ତି ସାହୁ ଆୟୁଷ ଶର୍ମା ଉପସ୍ଥିତ ରହି ବସ୍ତି ଅଞ୍ଚଳ ର ଛାତ୍ରଛାତ୍ରୀଙ୍କ ପାଠପଢା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପାଠ୍ୟ ଉପକରଣ ଏବଂ ଟିଫିନ ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କ ଅଭିବାବକ ବର୍ଗ ଉଚ୍ଚ ପ୍ରଶଂସା କରିଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କାମାକ୍ଷାମାଟିର ଗର୍ବ ଗୌରବ ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ସ୍ୱାଗତ

Sunil Chandra Nayak

ରାୟଗଡା ବିଦୁତ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବଣ୍ଟନ

Sunil Chandra Nayak

ସାମାଜିକ ସୁରକ୍ଷା ବିଭାଗ କାହା ସ୍ୱାର୍ଥରେ : କିଏ ଡିଜିଟାଲ ଭିନ୍ନକ୍ଷମ ପ୍ରମାଣ ପତ୍ର ପାଉନି ତ କିଏ ହଜାରେ ପାଇଁ ଚାରି କିମି ଯାଉଛି

Sunil Chandra Nayak

Leave a Comment

error: Content is protected !!