ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ 

ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ବସ୍ତି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ବଣ୍ଟନ 

କଟକ : ଅଗ୍ରଣୀ ସାମାଜିକ ସଂଗଠନ ସଞ୍ଜିବନୀ ସେବା ଫାଉଣ୍ଡେସନର ସକ୍ରିୟ ସଦସ୍ୟ ଅବିନାଶ ସ୍ୱାଇଁ ଙ୍କ ଜନ୍ମଦିବସ ପାଳନ ଅବସରରେ ଅନୁନ୍ନତ ବସ୍ତି ଅଞ୍ଚଳର କୁନିକୁନି ଛାତ୍ରଛାତ୍ରୀ ଙ୍କୁ ପାଠ୍ୟଉପକରଣ, ସକାଳ ଜଳଖିଆ ବଣ୍ଟନ କରାଯାଇଛି । ଉକ୍ତ କାଯ୍ୟକ୍ରମରେ ସଞ୍ଜିବନୀ ସେବା ଫାଉଣ୍ଡେସନର ସଭାପତି ସୌମ୍ୟ ରଞ୍ଜନ ଭୂୟାଁ,ସମ୍ପାଦକ ବିକ୍ରମ କେଶରୀ ନାଥ କୋଷାଧ୍ୟକ୍ଷ ତ୍ରିନାଥ ମହାରଣା,ସଦସ୍ୟ ଅବିନାଶ ସ୍ୱାଇଁ,ସୁପ୍ରଭା ରଣା, ଶୁଭଶ୍ରୀ ମହାପାତ୍ର,ତୃପ୍ତି ସାହୁ ଆୟୁଷ ଶର୍ମା ଉପସ୍ଥିତ ରହି ବସ୍ତି ଅଞ୍ଚଳ ର ଛାତ୍ରଛାତ୍ରୀଙ୍କ ପାଠପଢା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ପାଠ୍ୟ ଉପକରଣ ଏବଂ ଟିଫିନ ବଣ୍ଟନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀଙ୍କ ଅଭିବାବକ ବର୍ଗ ଉଚ୍ଚ ପ୍ରଶଂସା କରିଥିଲେ l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ମନ୍ଦିରର ପୁନଃ ନିର୍ମାଣ ନେଇ ପୀଠରେ ପୂଜାର୍ଚ୍ଚନା

ଓଡ଼ିଶାର ସର୍ବପ୍ରଥମ ନିଆରା ବାର୍ଷିକ ଉତ୍ସବ  ଛାତ୍ରୀ ମନ୍ତ୍ରୀମଣ୍ଡଳ ତୁଲାଇଲା ପ୍ରମୁଖ ଦାୟିତ୍ୱ ନିଆରା ଢଙ୍ଗରେ ଛାତ୍ରୀ ପାଳିଲେ ବାର୍ଷିକ ଉତ୍ସବ ମଧୁପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ

masiha

ଆଦିବାସୀ ସମାଜକୁ ଅପମାନଜନକ ମନ୍ତବ୍ୟ ଅଭିଯୋଗରେ ବିଧାୟକଙ୍କ ବିରୋଧରେ ଏଫ୍‌ଆଇଆର ଦେଲା ଆଦିବାସୀ ସଂଘ

Sunil Chandra Nayak

Leave a Comment

error: Content is protected !!