ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ୱ 

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ୱ 

ଜୁନାଗଡ଼,୧୬/୧୨(ମ ନି ସ)କଳାହାଣ୍ଡି ଜିଲ୍ଲା ମୋଟେର _ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥ ଚାହାରବାହାଲ ପଖନାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁଦସଡକ ଦୁର୍ଘଟଣା । ଦୁଇବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ହେବାରୁ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ବର ହୋଇଚିକିତ୍ସାଧୀନ ଥିବା ଜଣା ପଡିଛି। ଗୃତୁତ୍ଵ ର କୁ ଜୁନାଗଡ ଡାକ୍ତର ଖାନ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ବେଳେ କ୍ଷତି ପୂରଣ ଦାବିରେ ମୃତକ ଙ୍କ ଶବ ରଖି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।

 ସୂଚନା ଅନୁସାରେ ଦେଉଣ୍ଡି ରାମ ପଡ଼ା ର ଈଶ୍ୱରୀ ସିଂ( ୫୫) ଓ ସ୍ତ୍ରୀ ସଭ୍ୟା ସିଂହ କୋୖଣସି କାମ ନେଇ ଚାହାରବାହାଲ କୁ ଯାଇଥିଲେ, ଫେରିବା ସମୟରେ ମଣ୍ଡି ନିକଟରେ ସାମ୍ନା ପଟୁ ଆସୁଥିବା ଏକ ବାଇକ୍ ସହ ମୁହାମୁହି ଧକା ହୋଇଥିଲା ଘଟଣା ସ୍ଥଳରେ ସ୍ବାମୀ ଈଶ୍ୱର ସିଂ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ସବ୍ୟାରଣୀ ସିଂ ଙ୍କୁ ଗୁରୁତର ଅବସ୍ଥାରେ ଜୁନାଗଡ ଡାକ୍ତର ପଠାଯାଇଥିଲା ।ଅନ୍ୟ ପକ୍ଷେ ଚାରବାହାଲ ର ତିନିଜଣ ଯୁବକ ଦୁର୍ଘଟଣା ଘଟାଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଗ୍ରାମବାସୀ ଓ ସମ୍ପର୍କୀୟ ରାସ୍ତା ଉପରେକ୍ଷତିପୂରଣ ଦାବିନେଇ ଶବ ରଖି ରାସ୍ତା ଅବରୋଧ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ଜର୍ମାନୀର ଖ୍ୟାତନାମା ଚିକିତ୍ସା ବିଶେଷଜ୍ଞ ଡାକ୍ତର ଶିବାଶିଷ ଗିରିଙ୍କ ଦ୍ଵାରା ‘ ଆମ ଶରୀର ଆମ ଡାକ୍ତର ‘ କର୍ମଶାଳା 

masiha

କୃଷିର ବିକାଶ ପାଇଁ ଜିନ୍ଦଲ ପକ୍ଷରୁ କଷ୍ଟମ ହାୟରିଂ ସେଣ୍ଟର ଉଦଘାଟିତ -ସିଆଳିଯୋଡ଼ା କୃଷକ କ୍ଲବକୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦାନ

masiha

ଜନସେବା ଦିବସରେ ବୟୋଜ୍ୟେଷ୍ଟ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କପାଇଁ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

Leave a Comment

error: Content is protected !!