ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ଧର୍ମଗଡ ର ଭୌମିକ

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ଧର୍ମଗଡ ର ଭୌମିକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ର ୩ ବର୍ଷ ୫ ମାସ ର କୁନିପିଲା ଭୌମିକ ମହାରଣା ଚଳିତ ୨୦୨୩ ବର୍ଷ ରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ ରେ ସ୍ଥାନ ପାଇଛନ୍ତି।ସେ ଧର୍ମଗଡ ଜଗନ୍ନାଥ ମନ୍ଦିର ପଡ଼ା ର ବସନ୍ତ ମହାରଣା ଓ ସରସ୍ଵତୀ ମହାରଣା ଙ୍କ ସୁପୁତ୍ର।ସେ ୯ ଜଣ ନୋବେଲ ବିଜେତା, ୨୧ଟି ଦେଶର ମୁଦ୍ରା,୧୦ ଟି ଆଞ୍ଚଳିକ ନାଚ,୧୦ ନଗର ର ଶ୍ରଦ୍ଧା ନାମ,୧୦ ଟି ପଶୁର ଶାବକଙ୍କ ନାମ,୧୦ ଟି ଜାତୀୟ ଚିହ୍ନ , ୧୦ଗୋଟି ଖେଳାଳି ,୧୨ଟି କୃତିର ସ୍ଥାନ,୧୩ ଜଣ ନିବେଶକ,୧୦ ଜଣ ଲେଖକ,ସପ୍ତାହକ ର ସାତଦିନ,୧୦ ପ୍ରକାର ଫଳ,୧୦ କେମିକାଲ ଫର୍ମୁଲା ଆଦି ର ନାମ ,୧ ଟି ମନ୍ତ୍ର,୨ ଟି ପ୍ରାର୍ଥନା,ସ୍ଵାଧୀନତା ଦିବସ ଉପରେ ବକ୍ତୃତା,୯ ଟି ସାଧାରଣ ଜ୍ଞାନ ର ଉତ୍ତର ଆଦି ନିର୍ଭୁଲ ଭାବେ ଉଚ୍ଚାରଣ କରିଥିବାରୁ ତାଙ୍କୁ ଏହି ରେକର୍ଡ ରେ ସ୍ଥାନ ମିଳି ପାରିଛି।ଏହି କୃତିତ୍ୱ ରେ ପରିବାର ବର୍ଗ ତଥା ଧର୍ମଗଡ ଅଞ୍ଚଳର ଜନସାଧାରଣ ଙ୍କ ଠାରୁ ଶୁଭେଚ୍ଛା ର ସୁଅ ଛୁଟୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଉରକେଲାରେ ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

ଖଇରମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!