ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ଟି ଅଧକ୍ଷଙ୍କୁ ଭେଟିଲେ ଜିଲ୍ଲା ପରିଷଦ ଉପ।ଧକ୍ଷ। ସୁଧିରା ମେହେର 

୫ଟି ଅଧକ୍ଷଙ୍କୁ ଭେଟିଲେ ଜିଲ୍ଲା ପରିଷଦ ଉପ।ଧକ୍ଷ। ସୁଧିରା ମେହେର 

ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ପରିଷଦ ଉପ।ଧକ୍ଷ। ଶ୍ରୀମତୀ ସୁଧିରା ମେହେର ଜଣେ ଦକ୍ଷ ବିଚ କ୍ଷଣ ବୁଦ୍ଧିମାନ ବ୍ୟକ୍ତିତ୍ୱ ତଥା ଓଡିଶା ସରକାରଙ୍କ ,୫ ଟି ଅଧକ୍ଷ ଗତ କିଛିଦିନ ତଳେ ବିଜେଡି ରେ ଯୋଗଦାନ କରି ଥିବାରୁ ଶ୍ରୀମତୀ ମେହେର ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଉପସ୍ଥିତ ରେ ସାକ୍ଷାତ କରି ନିଜ ଜିଲ୍ଲା ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ପରିବାର ସହିତ ନିବିନ ନିବାସରେ ସାକ୍ଷାତ କରି ଥିଲେ ।ଏଥିରେ ପାଣ୍ଡିଆନ ମହୋଦୟ ଶ୍ରୀମତୀ ମେହେରଙ୍କ ପୁଅ ଝିଅକୁ ଉପହାର ସ୍ୱରୂପ ପ୍ରଭୁ ଜଗନ୍ନାଥ ଓ ଗଣେଶ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲେ ଏବଂ ବଡ଼ ହୋଇ କଣ କରିବେ ବୋଲି ପଚାରି ବୁଝିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳିତ

masiha

ନିଃଶୁଳ୍କରେ ଶିକ୍ଷା ଦାନ କରି ଆସୁଥିବା ଟ୍ୟୁସନ ଶିକ୍ଷକ ଙ୍କ ପରଲୋକ 

masiha

ତ୍ରୟୋଦଶ ଦିନରେ ପହଞ୍ଚିଲା ଗଣଧାରଣା ,ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ

masiha

Leave a Comment

error: Content is protected !!