ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ରେ ପୋଡି ଜଣେ ମୃତ୍ୟୁ

 ଜୁନାଗଡ଼,୩୦/୩(ନି ପ୍ର ): ଜୁନାଗଡ଼ ଥାନା ଅନ୍ତର୍ଗତ କେନ୍ଦୁପାଟୀ ଗ୍ରାମର ଜଣେ ବ୍ୟକ୍ତି ଙ୍କ ଘରେ ନିଆଁ ଲାଗି ଯିବାରୁ ଜଣେ ବ୍ୟକ୍ତି ର ମୃତ୍ୟୁ ହୋଇଥିବା ଜଣା ଯାଇଛି l ସୂଚନା ରୁ ପ୍ରକାଶ ଯେ କେନ୍ଦୁପଟୀ ଗ୍ରାମର କୁମୁଦ ମଙ୍ଗରାଜ (୪୦ )ଘରେ ନିଆଁ ଲାଗି ଯାଇଥିଲା lଏହା ଦେଖି ପଡୋଶୀ ଲୋକେ ଜୁନାଗଡ଼ ଅଗ୍ନି ସମ ବିଭାଗ କୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗ ର ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ କରିବା ପାଇଁ ଉଦ୍ୟମ କରିଥିଲେ l ହେଲେ ଗୃହ କର୍ତା ଘର ଭିତରେ ରହି ଯାଇଥିବାରୁ ନିଆଁ ରେ ପୋଡି ଯାଇ ମୃତ୍ୟୁ ବରଣ କରିଥିଲେ l ତାଙ୍କୁ ପୋଡି ଯାଇଥିବା ଅବସ୍ଥାରେ ଉଦ୍ଧାର କରି ପୋଲିସ କୁ ହସ୍ତାନ୍ତର କରିଥିଲେ l ଏ ସଂକ୍ରାନ୍ତରେ ଥାନା ରେ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ l ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ବାଲେଶ୍ବର – ବିଜେପିକୁ ଶକ୍ତ ଝଟକା, ଦଳ ପରିତ୍ୟାଗ କଲେ ତିନି ବରିଷ୍ଠ ବିଜେପି ନେତା 

Sunil Chandra Nayak

ନୀଳ ମାଧବ ସିଂ ଦେଓ ଙ୍କ ନେତୃତ୍ୱ ରେ ରାଜ୍ୟସଭା ସାଂସଦ ସୁଜିତକୁମାର ସେଟ ଙ୍କୁ ଭେଟିଲେ ବିଶ୍ୱ ଶାନ୍ତି ସଂଗଠନ ସଦସ୍ୟ

Sunil Chandra Nayak

ବରିଷ୍ଠ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କଲା ସାମ୍ବାଦିକ ସଂଘ

Sunil Chandra Nayak

Leave a Comment

error: Content is protected !!