ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଢ଼ୀପଦର ରେ ଚକ୍ଷୁ ପରୀକ୍ଷଣ ଶିବିର ଅନୁଷ୍ଠିତ

ନର୍ଲା – (ମ ନି ସ )-ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଗ୍ରାମ ପଂଚାୟତ ର ବୁଦ୍ଧିପଦର ଗ୍ରାମରେ ଟିଟିଲାଗଡ଼ ଏସ ସି ଡି ଚକ୍ଷୁ ଚିକତ୍ସାଳୟ ଓ ସ୍ଥାନୀୟ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଚକ୍ଷୁ ପରୀକ୍ଷଣ ଅନୁଷ୍ଠିତ ହୋଇ ଯାଇଛି l ଚକ୍ଷୁ ଚିକତ୍ସାଳୟ ର ପ୍ରକଳ୍ପ ନିର୍ଦେଶକ ମୋହିତ ମୋହନ ଦାସ ଙ୍କ ନିର୍ଦ୍ଦେଶ କ୍ରମେ କ୍ଷେତ୍ର ସଂଯୋଜକ ଶୈଳେନ୍ଦ୍ର କୁମାର ନନ୍ଦ, ଭିଜନ ମୋଟିଭେଟର ଜୟଦେବ ଶବର ସମେତ ଟେକନିସିଆନ ଓ କର୍ମଚାରୀ ପ୍ରମୁଖ ଗ୍ରାମ ବାସୀ ଙ୍କ ର ଚକ୍ଷୁ ପରୀକ୍ଷା କରି କାହାର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ହେବ, କାହାର ଚଷମା ଦରକାର ହେବ ତାହା ମାର୍ଗଦର୍ଶନ ପ୍ରଦାନ କରିଥିବା ବେଳେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ସଞ୍ଜୟ କୁମାର ଧଙ୍ଗଡାମାଝି,ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡା ମାଝୀ, ମୁଖ୍ୟ ଉପଦେଷ୍ଟା ବିଜୟ କୁମାର ଧଙ୍ଗଡା ମାଝୀ, କୋଷାଧକ୍ଷ୍ୟ ଜୟ ଦ୍ରତ ଜାଲ ସମେତ ଅନୁଷ୍ଠାନ ର ସମସ୍ତ ସଦସ୍ୟ ଏହି ପରୀକ୍ଷଣ ଶିବିର କୁ ସହଯୋଗ କରିଥିଲେ l

ନର୍ଲା ରୁ ନିରଞ୍ଜନ ଗଉଡ଼ ଙ୍କ ରିପୋର୍ଟ ମସିହା. ଇନ

Related posts

ଅପର୍ତ୍ତି ସେଠୀ ଙ୍କ କବିତା ତୁମେ କ’ଣ ସେଇ ବର୍ଷା?

Sunil Chandra Nayak

ଦଶହରାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଦାବି ନେଇ ଡିଆଇଜି ଙ୍କୁ ଚିଠି ଲେଖିଲେ ଭିଏଚପି ନେତା

Sunil Chandra Nayak

କୋକସରା ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟ ର ୩ ଛାତ୍ରୀ ଯୋଗ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ

Leave a Comment

error: Content is protected !!