ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇଦ ମିଲାଦୁନ ନବୀ ପାଳିତ

ପାପଡାହାଣ୍ଡି,9/10, ମନିସ — ଇସଲାମର ଧର୍ମ ଗୁରୁ ପ୍ରୋଫେଟ ମୋହମ୍ମଦ ଙ୍କ ଜନ୍ମ ଦିନ ରବିବାର ପାପଡାହାଣ୍ଡି ମସଜିଦ ଠାରେ ପାଳିତ ହୋଇଯାଇଛି | ଏହି ଅବସରରେ ସୁନି ରାଜା ଜାମା ମସଜିଦ କମିଟି ତରଫରୁ ମସଜିଦରେ ସମସ୍ତଙ୍କ ଲାଗି ପ୍ରାର୍ଥନା କରାଯାଇଥିଲା | ପରେ ଏକ ଶୋଭାଯାତ୍ରାରେ ସମସ୍ତେ ଗ୍ରାମ ପରିକ୍ରମା କରିଥିଲେ | ପରେ ମସଜିଦରେ ପହଁଚି ପରସ୍ପରକୁ ଇଦ ମିଲା ଦୁନ ନବୀର ସୂବେଚ୍ଛା ଜଣାଇଥିଲେ | ମସଜିଦରେ ସମୂହ ନମାଜ ପାଠ ହୋଇଥିଲା | ଏହି ଅବସରରେ କମିଟିର ସଭାପତି ଅବଦୁଲ ୱାହାବ ଖାନ, ଶେଖ ଗୁଲାମ ହୁସେନ, ଲାଲ ମୋହମ୍ମଦ ଖାନ, ଏମଡି ରିଜ୍ୱାନ ସହ ବହୁ ଇସଲାମି ଲୋକ ଉପସ୍ଥିତ ଥିଲେ | ଏହି ଅବସରରେ ମସଜିଦର କୁନି କୁନି ପିଲାଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ମାନବାଧିକାର ଦିବସର ଭାବନା

Sunil Chandra Nayak

ଲାଞ୍ଚ ଖୋର କିରାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Sunil Chandra Nayak

ବିଦ୍ୟୁତ ଆଘାତ ରେ ମଇଁଷି ଓ ଛାତ୍ର ମୃତ୍ୟୁ ଘଟଣା : ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!