ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦଯାତ୍ରା ଓ ରକ୍ତଦାନ ଶିବିର ପାଇଁ କୋକସରା ବ୍ଲକ ବିଜେଡିର ପ୍ରସ୍ତୁତି ବୈଠକ

କୋକସରା,୯/୧୦-( ମ ନି ସ) ପବିତ୍ର ଗାନ୍ଧୀ ଜୟନ୍ତୀରୁ ବିଜେଡି ଦଳ ପକ୍ଷରୁ ଆରମ୍ଭ ହୋଇଥିବା ପଦଯାତ୍ରା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ କରିବା ପାଇଁ ଶନିବାର କୋକସରା ବ୍ଲକ ବିଜେଡି କାର୍ଯ୍ୟାଳୟ ଠାରେ ବ୍ଲକ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଧର୍ମଗଡ ବିଧାୟକ ମୋୖଷଧି ବାଗ, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବାଗ, ସମ୍ପାଦକ ପଞ୍ଚକ ପୋଢ଼, ଅନୁସୂଚିତ ଜାତି ସେଲ ସଭାପତି ରମେଶ ଦୁର୍ଗା, ବିଜୁ ଛାତ୍ର ଜନତା ବ୍ଲକ ସଭାପତି ମାନସ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ପ୍ରସ୍ତୁତି ବୈଠକ ଜୀବନବିନ୍ଦୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଆସନ୍ତା ୧୩ ତାରିଖରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୋକସରାରେ ଆୟୋଜନ ହେବାସହ ୨୫ ତାରିଖରେ ଝରିଆଗୁଡା, ରେଙ୍ଗାଳପାଲି, ଚିଲିଗୁଡା ଦେଇ କୋକସରା ପର୍ଯ୍ୟନ୍ତ ପଦଯାତ୍ରା ହେବା ନେଇ ସ୍ଥିର କରାଯାଇଛି । ବୈଠକରେ କୋକସରା ବ୍ଲକ ୨୨ ପଞ୍ଚାୟତର ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।

Related posts

ରାଇରଙ୍ଗପୁରରେ “୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ, ବହୁବିଧ ପ୍ରକଳ୍ପ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ

Sunil Chandra Nayak

ଶିକ୍ଷକ ଚିନ୍ତାମଣି ସାଉଙ୍କ ଅବରସ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ 

ଭେଜିଆ ଶିବ ମନ୍ଦିର ନିକଟରେ ଓଲଟିଲା ରୁନି ନାମକ ଯାତ୍ରୀ ବାହି ବସ,୪ରୁ ଅଧିକ ଆହତ

Sunil Chandra Nayak

Leave a Comment

error: Content is protected !!