ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ଵର,୧୪/୧୨/୨୩- ବାଲେଶ୍ଵର ଜିଲ୍ଲା ଖଇରା କେନାଲ ଅଫିସ ସାମ୍ନାରେ ଥିବା ଜନଜାଗରଣ ମଞ୍ଚ କାର୍ଯ୍ୟାଳୟ ପରିସରରେ ମଞ୍ଚର ମାସିକ ବୈଠକ ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାମକୃଷ୍ଣ ପଟ୍ଟନାୟକ, ଚିନ୍ତାମଣି ସାହାଣୀ, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ରମାକାନ୍ତ ଶତପଥୀ, ବୁଦ୍ଧିରାମ ପାଣିଗ୍ରାହୀ, ସୃଷ୍ଟିଧର ରାଉଳ, ଦେବେନ୍ଦ୍ର କୁମାର ରାଉତ, ରଶ୍ମିତା ମହାପାତ୍ର, ନରେନ୍ଦ୍ର ପ୍ରସାଦ ବେହେରା, ଚିନ୍ମୟୀ ଜେନା ଓ କବିତା ପଣ୍ଡା ପ୍ରମୁଖ ସଦସ୍ୟ ଏବଂ ସଦସ୍ୟା ମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ପ୍ରଥମେ ଅମୃତବାଣୀ ପ୍ରଦାନ କରିଥିଲେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ସମ୍ପାଦକ ନିରଞ୍ଜନ ବେହେରା । ସଦସ୍ୟା ତଥା ଜିଲ୍ଲା ପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ବହୁ ଉପାଦେୟ ବକ୍ତବ୍ୟ ଦେଇଥିଲେ । ପରେ ପରେ ଆଞ୍ଚଳିକ ସମସ୍ୟାର ବିଭିନ୍ନ ଦିଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । ପଣ୍ଡିତ ଶେଷରେ ବୁଦ୍ଧିରାମ ପାଣିଗ୍ରାହୀଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟି ଭଙ୍ଗି ସମୂହ କୈନ୍ଦ୍ରିକ ହେବା ଉଚିତ : ମହାସଚିବ

masiha

ରାଉରକେଲା ରେ ଦ୍ବାଦଶତମ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

masiha

ଲକ୍ଷପତି ଦିଦିରୁ ସୌର ଶକ୍ତି ପର୍ଯ୍ୟନ୍ତ ଗଞ୍ଜାମର ବିକାଶର ଚିତ୍ର ମହିଳାଙ୍କ ଜୀବିକା, ସୌର ଶକ୍ତି, ସାଇବର ସୁରକ୍ଷା ଓ ଯୁବବର୍ଗଙ୍କ ସୁଯୋଗ ଉପରେ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!