ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀ ସଭା ଗୃହ ଉଦଘାଟିତ

ମୁଖ୍ୟମନ୍ତ୍ରୀ ସଭା ଗୃହ ଉଦଘାଟିତ

ମ.ରାମପୁର,୧୮/୧୨(ମସୀହା): ଆଜି ମ.ରାମପୁର ଗାୟତ୍ରୀ ଯଜ୍ଞ ମଣ୍ଡପ ନିକଟରେ ନିର୍ମିତ ମୁଖ୍ୟମନ୍ତ୍ରୀ ସଭା ଗୃହ ଉଦ୍ଘାଟିତ ହୋଇଛି l ଡବ୍ଲୁଓଡିସି ଅନୁଦାନ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମୁଖ୍ୟମନ୍ତ୍ରୀ ସଭା ଗୃହ ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କ କର କମଳ ରେ ଶୁଭ ଉଦ୍ଘାଟନ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଡବ୍ଲୁଓଡିସି ସିଇଓ ଅଜିତ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର କୁମାର ସିଂଦେଓ,ଅବିନାଶ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ l ଗାୟତ୍ରୀ ପରିବାର ତରଫରୁ ଧନୁର୍ଜୟ ମହାରଣା,ତ୍ରିଲୋଚନ ମହାଖୁଡ, ସନ୍ତୋଷ ବଗର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶିଙ୍କ ରିପୋର୍ଟ

Related posts

ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ମାନ୍ୟବର,  ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିଜ ବିଭାଗଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା “

masiha

ଡ.ପ୍ରଶାନ୍ତ ସାମଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଭାବେ ଦାୟିତ୍ଵ ଗ୍ରହଣ : ସୌଜନ୍ୟ ମୂଳକ ସାକ୍ଷାତ କଲେ ବିଶିଷ୍ଟ ସାମ୍ୱାଦିକ ତାପସ କୁମାର

masiha

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପୁନର୍ଗଠିତ: ନୂତନ କର୍ମକର୍ତ୍ତା ଙ୍କୁ ସାମିଲ

masiha

Leave a Comment

error: Content is protected !!