ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ପକ୍ଷ ପାଳନ ଦେବାଳୟ ଓ ଐତିହ୍ୟସ୍ଥଳୀ ସ୍ଵଚ୍ଛତା ଅଭିଯାନ 

ଓଡ଼ିଆ ପକ୍ଷ ପାଳନ ଦେବାଳୟ ଓ ଐତିହ୍ୟସ୍ଥଳୀ ସ୍ଵଚ୍ଛତା ଅଭିଯାନ 

 ଡାବୁଗାଁ, ୬/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ୍ ସଦର ମହକୁମାସ୍ଥିତ ମହାତ୍ମା ଗାନ୍ଧୀ ପାର୍କ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ୱଛତା ଭାରତ ଅଭିଯାନ ତରଫରୁ ରବିବାର ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା । ଡାଵୁଗାଁ ବ୍ଲକ ସଂଯୋଜକ ରଞ୍ଜନ କୁମାର ମହାଙ୍କୁଡ ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ସ୍କୁଲ କଲେଜରେ ଏହି କାର୍ଯ୍ୟକ୍ରମ ପାଳନ କରାଯିବ । ଆଜିର ଏହି କାର୍ଯ୍ୟକ୍ରମ ଗୌରୀଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ୪୦ ରୁ ଊର୍ଦ୍ଧ୍ଵ ଛାତ୍ରୀମାନେ ଭାଗ ନେଇଗାନ୍ଧୀ ପାର୍କ କୁ ସଫା କରିବା ସହ ସର୍ବଦା ପାର୍କ କୁ ସ୍ୱଚ୍ଛ ରଖିବାକୁ ଗ୍ରାମବାସୀ ଙ୍କୁ ଅନୁରୋଧ କରିଥିଲେ | ଏହି ଅବସର ରେ ଗୌରୀ ବେବୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷା ପରମାନନ୍ଦ ମହାନ୍ତି ଏବଂ ବିଦ୍ୟାଳୟ ର ସହ ଶିକ୍ଷକ ହିମାଂଶୁ ଶେଖର ବେହେରା, ଶିଶିର କୁମାର ନାୟକ ଉପସ୍ଥିତ ରହିଥିଲେ ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜରେ ନୂତନ ସଭାପତି ମନୋନୀତ

ମଧୁବାବୁ ଥିଲେ ଓଡ଼ିଶାର ସ୍ବାଭିମାନର ପ୍ରତୀକ ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ମଧୁସୂଦନ ଜୟନ୍ତୀ ପାଳିତ

Sunil Chandra Nayak

ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ମାନ୍ୟବର ରାଷ୍ଟ୍ରପତିଙ୍କ ଗଞ୍ଜାମ ଆଗମନ ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ : ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!