ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୃତକଙ୍କ ଘରେ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଲେ ସୁଖଦୁଃଖର ସାଥୀ ଅଶୋକ

ମୃତକଙ୍କ ଘରେ ପହଞ୍ଚି ପରିବାରଙ୍କୁ ସମବେଦନା ଜଣାଇଲେ ସୁଖଦୁଃଖର ସାଥୀ ଅଶୋକ

ରାଜନଗର -17.12.023.ରାଜନଗର ବ୍ଲକ ଚାନ୍ଦି ବାଉଁଶ ମୂଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚର୍ଦିଆ ଗ୍ରାମର ବୟୋଜ୍ୟେଷ୍ଠ ମୁରବି ନେତ୍ରା ନନ୍ଦ ଲେଙ୍କାଙ୍କ ବିୟୋଗ ଖବର ପାଇ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବିଜେଡିର ଦୃଢ ସଙ୍ଗଠକ ସହ ଲୋକମାନଙ୍କର ଦୁର୍ଦୀନର ସାଥି ଅଶୋକ ପ୍ରତିହାରୀ ମୃତ ଲେଙ୍କାଙ୍କ ବାସଭବନରେ ପହଁଚି ଶୋକ ସନ୍ତପ ପରିବାରକୁ ସମବେଦନା ଜଣାଇଲେ ।ସେହିପରି ଵ୍ରାହ୍ମଣସାହି ପଞ୍ଚାୟତର ଗୋବର୍ଦ୍ଧନପୁରୁ ଗ୍ରାମର ଭ୍ରମରଵର ହାତୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ଵାସଭଵନରେ ପହଁଚିଥିଲେ ଶ୍ରୀଯୁକ୍ତ ଅଶୋକ ପ୍ରତିହାରୀ ଓ ତାଙ୍କ ଫ୍ୟାନକ୍ଲବର ଯୁବକମାନେ।ସେଠାରେ ସ୍ବର୍ଗତ ହାତୀଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ପରିବାରଙ୍କ ଦୁଃଖରେ ସମଵେଦନା ଜଣାଇ ଭଗବାନ ଭ୍ରମରଙ୍କ ଆତ୍ମାର ସଦ୍ଗତି ନିମନ୍ତେ କାମନା କରିଥିଲେ।

କେନ୍ଦ୍ରାପଡ଼ା ରୁ ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିଇଉଜ!!

Related posts

ଡାବୁଗାଁରେ ଆମ ବସଷ୍ଟାଣ୍ଡ ଉଦଘାଟିତ

masiha

ସାରସ୍ଵତ ସାଧକ ବୋତଲ ମ୍ୟାନ ପ୍ରିନ୍ସ ନନ୍ଦ ଜୀ : ପରିବେଶ ସୁରକ୍ଷା ଓ ଜୀବେ ଦୟାରେ ସମର୍ପିତ ପ୍ରାଣ

ଟ୍ରାଫିକ ସମସ୍ୟାରେ ପେଷି ହେଉଛନ୍ତି ଜୁନାଗଡ଼ ବାସୀ , ଅଣଦେଖା କରାଯାଉଛି ବାଇପାସ ରୋଡ଼ ପାଇଁ

Sunil Chandra Nayak

Leave a Comment

error: Content is protected !!