ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦାରେ ବୁଲା କୁକୁରଙ୍କ ଦୌରାତ୍ମ୍ଯ 

ଵହଳଦାରେ ବୁଲା କୁକୁରଙ୍କ ଦୌରାତ୍ମ୍ଯ 

ମୟୂରଭଞ୍ଜ – ୧୮/୧୨ ( ମସିହା) ମୟୂରଭଞ୍ଜ ଜିଲ୍ଲାର ଵହଳଦା ବଜାର ଏବଂ ରାସ୍ତା ଘାଟରେ ବୁଲା କୁକୁରଙ୍କ ଦୌରାତ୍ମ୍ଯରେ ଅଂଚଳଵାସୀ ଅତିଷ୍ଠ । ଦଳ ଦଳ କୁକୁର ରାସ୍ତା ଘାଟ ପାର ହେଉଥିବା ସମୟରେ ଗାଡ଼ି ଚାଳକମାନେ ଦୁର୍ଘଟଣାର ଶୀକାର ହୋଇ ମୃତ୍ୟୁବରଣ କରିବା ସହ ଖଣ୍ଡିଆ ଖାବରା ହେଉଛନ୍ତି ।କାହାକୁ ମଧ୍ୟ କାମୁଡ଼ା କାମୁଡ଼ି କରୁଛନ୍ତି ।ଲୋକେ ଛୋଟ ପିଲା ସ୍ତ୍ରୀ ଲୋକମାନେ ରାସ୍ତାରେ ଚାଲିବାକୁ ଭୟ କରୁଛନ୍ତି । ତେଣୁ ପ୍ରଶାସନ କୁକୁର ଙ୍କ ପ୍ରତି କ’ଣ ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବୁଲା କୁକୁରଙ୍କ ଆକ୍ରମଣ ଓ ଦୁର୍ଘଟଣାରୁ ରକ୍ଷା କରିବେ ତାହା ଅଂଚଳଵାସୀ ଦାବି କରୁଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା ତଥା କୃଷକ ଦିବସ ପାଳିତ

masiha

ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ 

masiha

ଵଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର

Sunil Chandra Nayak

Leave a Comment

error: Content is protected !!