ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବିନ ଓଡ଼ିଶା ଯୁବ ଓଡ଼ିଶା ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବିନ ଓଡ଼ିଶା ଯୁବ ଓଡ଼ିଶା ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ନବିନ ଓଡ଼ିଶା ଯୁବ ଓଡ଼ିଶା ଉଦଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ରେ କଲେଜ ଅଧ୍ଯକ୍ଷା ଲିଜା ଆଚାର୍ଯ୍ୟ ଅଧ୍ଯକ୍ଷ୍ୟତା କରିଥିବା ବେଲେ ଖଡିଆଳ ନିର୍ବାଚନ ମଣ୍ଡଳୀ ର ବିଜେଡି ଦଲିୟ ନେତା ଶ୍ରୀଯୁକ୍ତ ଲମ୍ବୋଦର ନିଆଲ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିଲେ ସମ୍ମାନିତ ଅତିଥି ଭାବରେ ଖଡିଆଳ ନଗରପାଳ ଉଜ୍ଜ୍ବଳ ଗୁପ୍ତା,ସମାଜ ସେବି ବଜରଂଗ ଅଗ୍ରୱାଲ,ୱାର୍ଡ ନଂ ୮ର କାଉନସିଲର ସୁବିର ସିଂ ଦେଓ ଯୋଗ ଦେଇଥିଲେ । ଅତିଥି ମାନେ ଦିପ ପ୍ରଜ୍ବଳନ କରିଥିବା ବେଳେ ଛାତ୍ରୀ ମାନେ ପ୍ରାରମ୍ଭିକ ସଗିଂତ ଗାନ କରି ଥିଲ ।ରାଜ୍ୟ ସରକାର ଙ୍କ ନୁଆ ଓ ନୁଆ ଓଡ଼ିଶା ଯୁବ ଓଡ଼ିଶା ର ଉଦ୍ଦେଶ୍ଯ ଓ ତାର ତାହା ଛାତ୍ର ସମାଜ ପାଇଁ କେତେ ଉପଯୋଗୀ ମୁଖ୍ଯ ଅତିଥି ଶ୍ରୀ ନିଆଲ ନିଜ ମତ ରଖିଥିଲେ ପରିଶେଷରେ ବିଭିନ୍ନ କ୍ରିଡା ଓ ବିିଭିନ୍ନ ବିଭାଗ ର ପ୍ରତିଯୋଗିତା ରେ କ୍ରୁତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନେ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ ଏହି ସମାପନି କାର୍ଯ୍ୟକ୍ରମ ରେଶିକ୍ଷା ବିଭାଗ କଳ୍ପଶ୍ରୀ ଆଚାର୍ଯ୍ୟ, ଚେତନା ନାଏକ, ଜ୍ୟୋସ୍ନା ସାହୁ, ମମତା ସାହୁ, ଇପସିତା ହୋତା, କ୍ରୀଡା ଶିକ୍ଷା ସୁଜିତ କୁମାର ପାତ୍ର, ଗିରିସୂତା ଛତ୍ରିଆ, ପନଙ୍ଗ ସିଂ ନିନା, ଲିଲି ସାହୁ, ଚକ୍ରଧର ଭୋଇ, ମଞ୍ଜୁଲତା ରାଉତ, ଜ୍ୟୋସ୍ନା ରାଣୀ ସେଠୀ, ସୁବାଶିନି ସେଠୀ ଏବଂ ଟଙ୍କଧର ଭରା ସହରିଆ,ଓ କଲେଜ ର ସମସ୍ତ କାର୍ୟକର୍ତା ଓ ଛାତ୍ରୀ ମାନେ ଉପସ୍ଥିତ ରହିଥିଲେ ।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୁଳା’ପୁଳା କଳା ପୋଲଥିନରେ ଭରା ଯୋଡ଼ା ସହର ଦୋକାନ’ବଜାର

masiha

ଆସନ୍ତା ମାର୍ଚ୍ଚ ୧୬ ର କାର୍ଯ୍ୟକ୍ରମ ପାଇଁ ଅବସର ଭବନରେ ସାମ୍ବାଦିକ ସମ୍ମିଳନୀ

masiha

ବସ୍ତା ଏନଏସି ଘୋଷଣା କରିଥିବାରୁ ସଦାନନ୍ଦପୁର ପଞ୍ଚାୟତ ଅଫିସ ନିକଟରେ ବାଣ ଫୁଟାଇ ଖୁସି ମନାଇଲେ 

masiha

Leave a Comment

error: Content is protected !!