ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋହିରାପଦର ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା, ହେଲପରର ମୃତ୍ୟୁ ହୋଇଥିବା ସୂଚନା 

ରୁପ୍ରା, (ମ.ନି.ସ): କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧିନ ବଡଧାରପୁର ନିକଟରେ ତିନୋଟି ଟ୍ରକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାର ଦିନକ ପରେ ଗୋହିରାପଦର ନିକଟ ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା, ହେଲପରର ମୃତ୍ୟୁ ହୋଇଥିବା ଜଣାପଡିଛି । AP 39 9666 ନମ୍ୱରର ଏକ ଟ୍ରକ୍ ଆଜି ଭୋରରୁ ମ.ରାମପୁର ପଟୁ ଭବାନୀପାଟଣା ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ବର୍ତ୍ତମାନ ଦୁର୍ଘଟଣା ସ୍ଥଳରେ ନର୍ଲା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ।

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ନୀଳ ପଦ୍ମ ର ନକ୍ସା

ଘରେ ପଡିଲା ନିମ୍ବ ଗଛ ଅଳ୍ପକେ ବର୍ତିଲେ ପରିବାର ଲୋକେ

Sunil Chandra Nayak

ପୂଜା ବାଦୀ ଙ୍କ କବିତା ଭାଗ୍ୟ

Sunil Chandra Nayak

Leave a Comment

error: Content is protected !!