ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ନର୍ଲା /ମସିହା ୨୦/୦୧ / ଦିପକ କୁମାର ଠାକୁର/ ନର୍ଲା ବ୍ଲକ ବଲବସପୁର ମଦଭାଟି ନିକଟରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ନେବାରୁ ମୃତ ଯୁବକ ଜଣକ ଉଲିକୂପା ଗ୍ରାମର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ବାଇକ୍ ତଳେ ବ୍ୟକ୍ତି ଜଣକ ଚାପି ହୋଇ ରହିଥିବା ବେଳେ ନିକଟରେ ଏକ ବ୍ୟାଗ ମଧ୍ୟ ପଡ଼ିଥିବା ଦେଖାଯାଇଛି।କୈ।ଣସି କାରଣରୁ ବ୍ୟକ୍ତି ଜଣକ ରୁପ୍ରାରୋଡ଼କୁ ଆସି ଗତକାଲି ବିଳମ୍ବିତ ରାତିରେ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଲୋକେ ଅନୁମାନ କରୁଥିବା ବେଳେ ନର୍ଲା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଅନୁଧ୍ୟାନ କରୁଛନ୍ତି।ପରିବାର ଲୋକେ ଏହାକୁ ହତ୍ୟା ଘଟଣା ବୋଲି ଅଭିଯୋଗ ଆଣିଥିବା ଜଣାପଡିଛି।

Related posts

ନୂଆପଡାରେ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ବିବେକାନନ୍ଦ ବିଦ୍ୟାମନ୍ଦିର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

masiha

ଅଧ୍ୟକ୍ଷଙ୍କ ଜନ୍ମଦିନରେ ଚେନାଇ ରାଧା କମ୍ପାନୀ ପକ୍ଷରୁ ମେଗା ରକ୍ତଦାନ ଶିବିର

masiha

Leave a Comment

error: Content is protected !!