ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜବାହାର ନେହେରୁ ବିଦ୍ୟାଳୟ ପାଇଁ ପ୍ରବେଶ ପରୀକ୍ଷା 

ଜବାହାର ନେହେରୁ ବିଦ୍ୟାଳୟ ପାଇଁ ପ୍ରବେଶ ପରୀକ୍ଷା 

ବନ୍ଧୁଗାଁ ତା,୨୦/୧/୨୪, ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଷଷ୍ଟ ଶ୍ରେଣୀ ନିମନ୍ତେ ଜବାହାର ଲାଲ ନେହେରୁ ବିଦ୍ୟାଳୟ ପାଇଁ ପ୍ରବେଶ ପରୀକ୍ଷା ହୋଇଯାଇଛି I ଏହି ନବଦୟ ଉତୀର୍ଣ୍ଣ ପରୀକ୍ଷା ପାଇଁ ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତର ଅଧିନରେ ରହିଥିବା ବିଦ୍ୟାଳୟର ସର୍ବ ମଟ ୧୭୮ ଜଣ ଛାତ୍ରଛାତ୍ରୀ ନାମାଙ୍କନ କରିଥିଲେ I ଏଥିରୁ ଆଜି ହବାକୁ ଥିବା ନବଦୟ ପରୀକ୍ଷା କେନ୍ଦ୍ରରେ ୧୫୭ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ହୋଇଥିବା ବେଳେ ୨୧ ଜଣ ଅନୁପସ୍ଥିତ ରହିଥିବାର ଜାଣିବାକୁ ବିଶେଷ ସୂତ୍ରରୁ ମିଳିଛି I ଆଜିର ପରୀକ୍ଷା ସକାଳ ୧୧:୩୦ ମିନିଣ୍ଟିରୁ ଆରମ୍ଭ ହୋଇ ୧:୩୦ ରେ ସରିଥିଲା I ପରୀକ୍ଷାର ସୁପରି ଟିଡେଣ୍ଟ ଭାବରେ ମାଧ୍ୟମିକ ବିଦ୍ୟାଳୟ ର ଦୁର୍ଗା ପ୍ରସାଦ ହୋତା ଦାୟୀତ୍ୱରେ ରହିଥିବା ବେଳେ ଅବଜର୍ବ (ପରୀକ୍ଷା ଦେଖିବା )ପାଇଁ ବନ୍ଧୁଗାଁ ବ୍ଲକର ଅତିରିକ୍ତ ଶିକ୍ଷା ଅଧିରିକ୍ତ ଶ୍ରୀ ମଦନ ମହନ ମୁଦୁଲି,ଇନ୍ନଭିଜିଲେଟର (ଭକ୍ଷକ ) ଭାବରେ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ଉପସ୍ଥିତ ସହ ବନ୍ଧୁଗାଁ ତୋହସିଲ ଦାର ଶ୍ରୀମତି ସୋନାଲି ପାତ୍ର ଉପସ୍ଥିତ ରହି ପରୀକ୍ଷା ଟିକୁ ସୁରୁଖୁରୁରେ କରାଇବାରେ ସହଯୋଗ କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

କୁକୁର କାମୁଡାରେ ମହିଳା ଗୁରୁତର

Sunil Chandra Nayak

ଏସ୍‌ପିସିବି ପକ୍ଷରୁ ‘ନୀଳ ଆକାଶ ପାଇଁ ନିର୍ମଳ ବାୟୁ’ ସଂପର୍କିତ ଅନ୍ତର୍ଜାତୀୟ ଦିବସ ପାଳିତ

Sunil Chandra Nayak

ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟଣା : କନ୍ଧମାଳ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ତରଫରୁ ଦୀପ ଦାନ ସହ ଶ୍ରଦ୍ଧାଞ୍ଜଳି

Leave a Comment

error: Content is protected !!