ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଧାନଗର ଛକ ନିକଟରେ ବାଇକ୍ ଦୁର୍ଘଟଣା, ଦୁଇ ଜଣ ମୃତ୍ୟ

ରାଧାନଗର ଛକ ନିକଟରେ ବାଇକ୍ ଦୁର୍ଘଟଣା, ଦୁଇ ଜଣ ମୃତ୍ୟ

  ମୟୂରଭଞ୍ଜ – ୩୦/୦୧ ( ମସିହା) ଆଜି ମଙ୍ଗଳବାର ସନ୍ଧ୍ୟା ୫ଟା ସମୟରେ ବିଶୋଇ ଥାନା ଅନ୍ତର୍ଗତୁ ରାଧାନଗର ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣା ୍ରସ୍ତ ହୋଇ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଚାଳକ ଓ ଆରୋହୀ ସହିତ ବାଇକ୍ ଛିଟିକି ପଡ଼ିଥିଲା, ତେବେ ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଭୟଙ୍କୁ ମଣଦା ମେଡ଼ିକାଲ କୁ ପଠାଇଥିଲେ, ତେବେ ମେଡ଼ିକାଲ ଡକ୍ଟର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ଉକ୍ତ ଖବର ପାଇ ଘଟଣାସ୍ଥଳରେ ବିଶୋଇ ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା, ମୃତକଙ୍କ ଘର ମଣଦା ଫାଣ୍ଡି ଅନ୍ତର୍ଗତ କୁଳପୋଷି ଗ୍ରାମର ସୁକଲାଲ ମାଝୀ ପି କିସୁନ ମାଝୀ ଓ ସୁନ୍ଦର ମୋହନ ମାଝୀ ପି ଭକ୍ତୁ ମାଝୀ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି, ତେବେ ଦୁର୍ଘଟଣା ର ପ୍ରକୃତ କାରଣ ଜଣା ପଡି ନାହିଁ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଯାଦବ ମହାସଭା ପକ୍ଷରୁ ଜଳଛତ୍ର ଉଦ୍ଘାଟନ

Sunil Chandra Nayak

ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାରେ ସଡ଼କ ନିରାପତ୍ତାରେ ବୃଦ୍ଧି ଘଟାଇବାକୁ ପୋଲିସ ପ୍ରଶାସନକୁ ରୋଡ ବ୍ୟାରିୟର ପ୍ରଦାନ କଲା

masiha

ଆମପାଣି ଘାଟିରେ ଟ୍ରଲର ଦୁର୍ଘଟଣା ଦୁଇ ଡ୍ରାଇଭର ଗୁରୁତର

Leave a Comment

error: Content is protected !!