ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ସାହିତ୍ୟ ସଂସଦର ଶରତ ଆସର

ଖଇରା ସାହିତ୍ୟ ସଂସଦର ଶରତ ଆସର

ବାଲେଶ୍ଵର,୨୪/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ଦୁର୍ଗା ମଣ୍ଡପ ପରିସରରେ ଖଇରା ସାହିତ୍ୟ ସଂସଦର ଶରତ ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଆସର ସଂସଦର ସଭାପତି କବି ମାୟାଧର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଣ୍ଡିତ ଦ୍ବାରିକା ନାଥ ଶତପଥୀ, ଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର, ରବୀନ୍ଦ୍ର କୁମାର ଦାସ, ପଣ୍ଡିତ ରଘୁନାଥ ପତ୍ରୀ, ପ୍ରାକ୍ତନ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ, ଅଭିରାମ ମହାପାତ୍ର, ହରେକୃଷ୍ଣ ପଣ୍ଡା, ପଦ୍ମନାଭ ଶନିବିଗ୍ରହ, ଦେବେନ୍ଦ୍ର କୁମାର ରାଉତ, କବି ନରେନ୍ଦ୍ର ପ୍ରସାଦ ବେହେରା, ଗଗନ ବିହାରୀ ପଣ୍ଡା ଓ କୈଳାସ ଚନ୍ଦ୍ର ଦାସ ଉପସ୍ଥିତ ରହି କବିତା ପାଠ କରିଥିଲେ । 

    ଏହି ଅବସରରେ ବାଲେଶ୍ଵରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ସାହିତ୍ୟିକ କେଶବ ଚନ୍ଦ୍ର ପଣ୍ଡା ଓ ଅଭୟ ମିଶ୍ର ଦାବି ଉପସ୍ଥାପନ କରିଥିଲେ । ଏହାର ଏକ ଶାଖା ଖଇରା ଠାରେ ପ୍ରତିଷ୍ଠା କରିବା ପାଇଁ ଆସରରେ ନିଷ୍ପତ୍ତି ନିଆଗଲା ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ଅନୁଷ୍ଠିତ ବୈଠକରେ ବିପୁଳ ସଂଖ୍ଯାରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ ନିମନ୍ତେ ଶ୍ରୀ ପଣ୍ଡା ଓ ଶ୍ରୀ ମିଶ୍ର ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ପଡୋଶୀ ଔପଦା ବ୍ଲକରୁ ପ୍ରଫେସର ଶୁଭେନ୍ଦୁ କୁମାର ପଣ୍ଡା ଯୋଗ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଦକ୍ଷିଣି ଶୌଣ୍ଢିକ ମହାସଂଘର ଜିଲ୍ଲା କାର୍ଯ୍ୟକାରି ବୈଠକ

Sunil Chandra Nayak

୪୯ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଲୁହାବାଡାରେ ବାଡ଼େଇ ହୋଇ ବାଇକ ଆରୋହୀ ଜଣେ ମୃତ ଜଣେ ଗୁରୁତର 

ଝାଡେଶ୍ୱର୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort