ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦଶିପୁର ଫରେଷ୍ଟ ବିଟ ଅଧୀନରେ ଚାଲିଛି ବାରହା ଶିକାର, ବନବିଭାଗ ନୀରବ ଦ୍ରଷ୍ଟା

ଦଶିପୁର ଫରେଷ୍ଟ ବିଟ ଅଧୀନରେ ଚାଲିଛି ବାରହା ଶିକାର, ବନବିଭାଗ ନୀରବ ଦ୍ରଷ୍ଟା

କାମାକ୍ଷାନଗର (ମନିସ )22/1/24 // ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ପଙ୍ଗାତିରା ସେଷ୍କସନ ଦଶିପୁର ଫରେଷ୍ଟ ବିଟ ଅଧୀନରେ ବେଧଡକ ଭାବେ ଚାଲିଛି ବାରହା ଶିକାର। ବାରହା ଶିକାରକୁ ନେଇ ଏବେ ତେଜୋଛି ଅସନ୍ତୋଷ। ପୂର୍ବରୁ ଶିକାରୀ ମାନେ ଜଙ୍ଗଲି ଜନ୍ତୁଙ୍କ ଶିକାର କରି ବେଧଡକ ଭାବେ ମାଂସ ବିକ୍ରୀ କରିବା ସୂଚନା ରହିଛି। ଆଖି ଢ଼ଳ ଢ଼ଳ ଗଙ୍ଗାଜଳ ଭଳି କଥା କହୁଛନ୍ତୁ ବାବୁ ଫରେଷ୍ଟ ,ସତେ ଯେମିତି ମନ୍ଦିର ଭିତରୁ କଦଳୀ ଖାଇଲା କିଏ ନା ମୁଁ ଜାଣିନି ଭଳି କହୁଛନ୍ତି ବାବୁ ଫରେଷ୍ଟ ଗାର୍ଡ। ଶିକାରୀଙ୍କ ସହ ଏ ବାବୁଙ୍କ ମଧୁଚନ୍ଦ୍ରିକା ଚାଲୁଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ଏଥି ପ୍ରତି କି କାର୍ଯ୍ୟନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜନୈତିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠି ମଧ୍ୟରେ ମରଣାତ୍ମକ ଆକ୍ରମଣ: ଛଅ ଆହତ

Sunil Chandra Nayak

ତିନିଜଣ ଜନ୍ତୁ ଶିକାରୀଙ୍କୁ ଜଙ୍ଗଲ ରୁ ଗିରଫ କଲା ହିନ୍ଦୋଳ ବନ ବିଭାଗ

Sunil Chandra Nayak

ଜୁନାଗଡ:ଭୁବନେଶ୍ଵର ଟ୍ରେନ ରେ ଯାତ୍ରୀ ସୁରକ୍ଷିତ ନୁହନ୍ତି

masiha

Leave a Comment

error: Content is protected !!