ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ମାଷ୍ଟର୍ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଜୁନାଗଡର ସମୀର ସାହୁ ଚାମ୍ପିଅନ୍

ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ମାଷ୍ଟର୍ ରାଙ୍କିଙ୍ଗ ଟୁର୍ନାମେଣ୍ଟ ଜୁନାଗଡର ସମୀର ସାହୁ ଚାମ୍ପିଅନ୍

ଜୁନାଗଡ-୨୪/୧(ମ ନି ସ) ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ଏସୋସିଏସନ ଦ୍ଵାରା ଆୟୋଜିତ ୟ୍ୟୁନେକ୍ସ ସନ୍ ରାଇଜ ମାଷ୍ଟର୍ ରାଙ୍କିଙ୍ଗ ବ୍ଯାଡମିନ୍ଟନ ଟୁର୍ନାମେଣ୍ଟ କଟକ ଠାରେ ଅୟୋଜିତ ହୋଇଥିଲା lଉକ୍ତ ଟୁର୍ନାମେଣ୍ଟ ରେ ପଞ୍ଚାବନ ବର୍ଷ ରୁ ଉର୍ଦ୍ଧ ବିଭାଗରେ ଜୁନାଗଡ ବ୍ଯାଡମିନ୍ଟନ ଏସୋସିଏସନ ର ଶ୍ରୀ ସମୀର କୁମାର ସାହୁ ଦବଲସ ରେ ଚାମ୍ପିଅନ୍ ହୋଇ କଳାହାଣ୍ଡି ତଥା ଜୁନାଗଡ ପାଇଁ ଗୌରବ ଆଣିଦେଇଛନ୍ତି l କ୍ରମାଗତ ଭାବେ ସେ ପଞ୍ଚମ ଥର ବିଜେତା ହେଇଛନ୍ତି ତେଣୁ ତାଙ୍କୁ ଜୁନାଗଡ଼ ବ୍ଯାଡମିନ୍ଟନ ଏସୋସିଏସନ, ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ, ସାମ୍ବାଦିକ ସଂଘ, ଓକିଲ ସଂଘ ତରଫରୁ ଅଶୋକ ପାତ୍ର, ହିମାଂଶୁ ବରାଡ଼, ନରେନ୍ଦ୍ର କ୍ଷିତି ମାନସ ସାହୁ, ରାକେଶ ବେମାଲ ପ୍ରମୁଖ ସ୍ଵାଗତ ଜଣାଇଛନ୍ତି l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଦିଲ୍ଲୀ ନ୍ଯାସନାଲ ପାଓ୍ବାର ଲିଫ୍ଟିଂ ଡେଡଲିଫ୍ଟ ଚ୍ଯାମ୍ପିୟନସିପ୍ -୨୦୨୫ରେ ରୋହିତ ରାଜ ଭଟ୍ଟଙ୍କ ସ୍ବର୍ଣ୍ଣ ପଦକ ଲାଭ

masiha

ସାହାଣୀ କପ ଫୁଟବଲ କ୍ରୀଡ଼ା ନିମନ୍ତେ ଖେଳାଳି ଚୟନ କାର୍ଯ୍ୟକ୍ରମ

Sunil Chandra Nayak

ଆନ୍ତଃ ରାଜ୍ୟ ଡିକେଏମସି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଦିତୀୟ ସେମିଫାଇନାଲ ଖେଳକୁ ସମ୍ବଲପୁର ଏବଂ ଉନ୍ନିତ

masiha

Leave a Comment

error: Content is protected !!